ସେପ୍ଟେମ୍ୱରରେ ସୂର୍ଯ୍ୟ ପରାଗ, ଭାରତରେ ପଡ଼ିବ କି ପ୍ରଭାବ
ନୂଆଦିଲ୍ଲୀ: ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଭାଦ୍ରପଦ ପୂର୍ଣ୍ଣିମା ଅର୍ଥାତ୍ ୭ ସେପ୍ଟେମ୍ବରରେ ହୋଇଥିଲା।ବର୍ତ୍ତମାନ ଏହାର ଠିକ୍ ୧୨ ଦିନ ପରେ ବର୍ଷର ଶେଷ ସୂର୍ଯ୍ୟପରାଗ ମଧ୍ୟ ହେବାକୁ ଯାଉଛି। ଯାହାକି ସର୍ବ ପିତୃ ଅମାବାସ୍ୟା ଭାବରେ ପାଳନ କରାଯିବ।
ତେବେ ବର୍ଷର ଏହି ଶେଷ ସୂର୍ଯ୍ୟପରାଗ କେଉଁ…