ପୁଣି ଏକାଠି ହେବେ ମୋଦି-ଟ୍ରମ୍ପ, ଆମେରିକାରୁ ଆସିଲା ବଡ଼ ଖବର
ନୂଆଦିଲ୍ଲୀ: ସୁଧୁରିବକି ଭାରତ-ଆମେରିକା ସମ୍ପର୍କ । ଭାରତ ଓ ଚୀନ୍ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲାଗୁ କରିବାକୁ ୟୁରୋପୀୟ ସଂଘକୁ କହିବା ଭିତରେ ପୁଣି ଭାରତ ପ୍ରତି ନରମ ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍...ଆଉ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା ।…