ରାଜସ୍ଥାନ ବିକ୍ରୀ ହେଲା ୱାର୍ଣ୍ଣେଙ୍କ ପରିବାର ପାଇବେ ୪୫୦ କୋଟି ଟଙ୍କା !
ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସକୁ ଆମେରିକାର ଏକ କମ୍ପାନୀ ୧୫୨୯୦ କୋଟି ଟଙ୍କାରେ କ୍ରୟ କରିଛି । ୨୦୦୮ରେ ମାତ୍ର ୬୭ ମିଲିୟନ ଡଲାରରେ ଏହାକୁ କିଣା ଯାଇଥିଲା । ଆଇପିଏଲ ଏବେ ବିଶ୍ୱର ଦାମୀ ଲିଗ ଭାବେ ନିଜର ଏକ ପରିଚୟ ସୃଷ୍ଟି କରିପାରିଛି । ତେବେ ରାଜସ୍ଥାନ ବିକ୍ରୀ ହେବା ପରେ ଅଷ୍ଟ୍ରେଲିଆର…