ସୁରକ୍ଷାକୁ ଦୃଷ୍ଟିରେ ରଖି ଏହିସବୁ ଟ୍ରେନ ବାତିଲ, ଯାତ୍ରା ଆରମ୍ଭ ପୂର୍ବରୁ ଜାଣି ରଖନ୍ତୁ…
ଭୁବନେଶ୍ୱର: ବ୍ରହ୍ମପୁର ଏବଂ ବିଶାଖାପାଟଣା ମଧ୍ୟରେ ଏକ୍ସପ୍ରେସ ଟ୍ରେନ ସେବା ସେପ୍ଟେମ୍ବର ୧୦ ରୁ ସେପ୍ଟେମ୍ବର ୧୨ ମଧ୍ୟରେ ବାତିଲ ରହିବ। ଏନେଇ ପୂର୍ବତଟ ରେଳପଥ ବୁଧବାର ଦିନ ସୂଚନା ଦେଇଛି।
ଅପ୍ ଲାଇନରେ ପେଣ୍ଡୁର୍ଟି ଏବଂ ସିଂହାଚଳମ ମଧ୍ୟରେ ବାଲାଷ୍ଟ କ୍ଲିନିଂ ମେସିନ (BCM) କାମ ପାଇଁ…