Latest Odisha News

BREAKING NEWS

‘ରୋମିଓ-ଜୁଲିଏଟ୍ କ୍ଲଜ୍’ କଣ; ଯାହା ଉପରେ ବିଚାର କରିବାକୁ କେନ୍ଦ୍ରକୁ ସୁପ୍ରିକୋର୍ଟଙ୍କ ପରାମର୍ଶ 

ନୂଆଦିଲ୍ଲୀ: ଯୌନ ଅପରାଧ କମାଇବା ପାଇଁ ଶିଶୁ ସୁରକ୍ଷା (POCSO) ଆଇନରେ ଏକ ସ୍ୱତନ୍ତ୍ର ବ୍ୟବସ୍ଥା "ରୋମିଓ-ଜୁଲିଏଟ୍ କ୍ଲଜ୍" ଯୋଡିବା ବିଷୟରେ ଚିନ୍ତା କରିବାକୁ ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଏହି କ୍ଲଜ୍ ଅନୁଯାୟୀ ଯଦି ଦୁଇଜଣ କିଶୋର ସମ ବୟସ୍କ କିମ୍ବା ଏକ…

ବିଜୟ ହଜାରେ ଟ୍ରଫି: କର୍ଣ୍ଣାଟକ, ସୌରାଷ୍ଟ୍ର ସେମି ଫାଇନାଲରେ

ନୂଆଦିଲ୍ଲୀ: କର୍ଣ୍ଣାଟକ ଓ ସୌରାଷ୍ଟ୍ର ବିଜୟ ହଜାରେ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି । ସୋମବାର ୨ଟି କ୍ୱାର୍ଟର ଫାଇନାଲ ମ୍ୟାଚ ମୁମ୍ବାଇ-କର୍ଣ୍ଣାଟକ ଓ ଉତରପ୍ରଦେଶ-ସୌରାଷ୍ଟ୍ର ମଧ୍ୟରେ ଖେଳା ଯାଇଥିଲା । ପ୍ରଥମ ମ୍ୟାଚରେ ମୁମ୍ବାଇ ଆଗ ବ୍ୟାଟିଂ କରି ୫୦…

ଖୋର୍ଦ୍ଧା ପରେ ଢେଙ୍କାନାଳ ବିଦ୍ୟାଳୟରେ ଜଣ୍ଡିସ୍ ଚିହ୍ନଟ

ଢେଙ୍କାନାଳ:ପୁଣି ଆଉ ଏକ ବିଦ୍ୟାଳୟରେ ଦେଖାଦେଲା ଜଣ୍ଡିସ ରୋଗ । ଖୋର୍ଦ୍ଧା ପରେ ଢେଙ୍କାନାଳ ଜିଲ୍ଲାରେ ସାମ୍ନାକୁ ଆସିଲା ଜଣ୍ଡିସ । ଗଁଦିଆ ବ୍ଲକ୍ ବିଶ୍ୱନାଥପୁର ଆଦର୍ଶ ବିଦ୍ୟାଳୟରେ ଜଣ୍ଡିସ୍ ଚିହ୍ନଟ ହୋଇଛି । ବିଦ୍ୟାଳୟର ଜଣେ ଛାତ୍ର ଜଣ୍ଡିସ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲା…

ବାଂଲାଦେଶରେ ଉତ୍ତେଜନା; ପୋଲିସ ହେପାଜତରେ ଆୱାମୀ ଲିଗ୍ ନେତାଙ୍କ ମୃତ୍ୟୁ

ଢାକା: ବାଂଲାଦେଶର ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଥମିବାର ନାଁ ନେଉନି। ଆଉ ଏବେ ଜଣେ ପ୍ରସିଦ୍ଧ ସଂଗୀତଜ୍ଞ ଏବଂ ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଆୱାମୀ ଲିଗ୍ ଦଳ ସହିତ ଜଡିତ ନେତା ପ୍ରଳୟ ଚାକିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ବୃଦ୍ଧି ପାଇଛି। ଯିଏକି ସଂଖ୍ୟାଲଘୁ ହିନ୍ଦୁ…

ବିସିବିର ଆଉ ଏକ ମିଛ ଧରିଲା ଆଇସିସି

ନୂଆଦିଲ୍ଲୀ: ଭାରତରେ ଟି୨୦ ବିଶ୍ୱକପ ନ ଖେଳିବା ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡର ଆଉ ଏକ ମିଛ ଧରାପଡିଛି । ବିସିବି ସୁରକ୍ଷା ପ୍ରସଙ୍ଗ ନେଇ କୌଣସି ପତ୍ର ପଠାଇ ନାହିଁ ବୋଲି ଆଇସିସି ପକ୍ଷରୁ କୁହାଯାଇଛି । ଅବଶ୍ୟ ଆଇସିସି ଅଫିସିଆଲ ଭାବେ ଏହାର ଘୋଷଣା କରି ନ ଥିବା ବେଳେ କମିଟି ସଦସ୍ୟ ଏହାର…

ଫେବୃଆରୀ ୧ରେ ଆସିବ କେନ୍ଦ୍ରୀୟ ବଜେଟ, ରବିବାର ହେବ…

ନୂଆଦିଲ୍ଲୀ: ଫେବୃଆରୀ ୧ ତାରିଖ ରବିବାର ଦିନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ କେନ୍ଦ୍ରୀୟ ବଜେଟ୍ ୨୦୨୬-୨୭ ଉପସ୍ଥାପନ କରିବେ। ଏନେଇ ଲୋକସଭା ବାଚସ୍ପତି ଓମ୍ ବିର୍ଲା ସୋମବାର ଦିନ ସୂଚନା ଦେଇଛନ୍ତି। ତେବେ ୨୦୧୭ ପରେ ପ୍ରଥମ ଥର ପାଇଁ ରବିବାର ଦିନ ବଜେଟ୍ ଉପସ୍ଥାପନ କରାଯିବ। ଏହି…

Jagdeep Dhankhar Hospitalised At AIIMS: ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଏମ୍ସରେ ଭର୍ତ୍ତି; ଗତ ସପ୍ତାହରେ…

ନୂଆଦିଲ୍ଲୀ: ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ(Former Vice President Jagdeep Dhankhar ) ସୋମବାର ସ୍ଵାସ୍ଥ୍ୟ ବିଗିଡ଼ିଛି। ଚିକିତ୍ସା ପାଇଁ ତାଙ୍କୁ ନୂଆଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି। ଜଗଦୀପ ଧନଖଡ଼ ଗତ ସପ୍ତାହରେ ଦୁଇଥର ଅଚେତ ହୋଇଯିବା ପରେ ସୋମବାର ଦିଲ୍ଲୀ…

ବସ୍ ସହ ସ୍କୁଟିର ହେଲା ଧକ୍କା ,ଦୁର୍ଘଟଣାରେ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ଲାଞ୍ଜିଆକାଳୀ ମନ୍ଦିର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀଙ୍କ ପ୍ରାଣ ହରାଇଛନ୍ତି । ହରେକୃଷ୍ଣ ନାମକ ଏକ ଘରୋଇ ବସ୍ ସହ ସ୍କୁଟି ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି । ସ୍ଥାନୀୟଲୋକ ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି…

ରହିବନି କୋଟା ଓ ଆରଏସି; ବନ୍ଦେ ଭାରତ ସ୍ଲିପର ଟ୍ରେନରେ ମିଳିବ ଏହି ସୁବିଧା…

ନୂଆଦିଲ୍ଲୀ: ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ଚଳିତ ମାସ ଶେଷ ଭାଗରେ ଗୌହାଟି ଏବଂ କୋଲକାତା ମଧ୍ୟରେ ଚାଲିବ। ଏହି ଟ୍ରେନ୍ ଉତ୍ତର-ପୂର୍ବ ଏବଂ ପୂର୍ବ ଭାରତ ମଧ୍ୟରେ ସଂଯୋଗକୁ ସୁଦୃଢ଼ କରିବ। ଯାତ୍ରୀମାନେ ରାଜଧାନୀ ଏକ୍ସପ୍ରେସ୍ ଅପେକ୍ଷା ଅଧିକ ଭଲ ଅଭିଜ୍ଞତା ମିଳିବ ବୋଲି ରେଳବାଇ…

କଳିଙ୍ଗା ଘାଟିରେ ‘ସତର୍କ ସୂଚନା ଘଣ୍ଟି’ ଉଦ୍‌ଘାଟିତ

ଭୁବନେଶ୍ୱର: ସାରା ରାଜ୍ୟରେ ଏବେ ଜାତୀୟ ସଡକ ସୁରକ୍ଷା ମାସ ପାଳିତ ହେଉଛି। ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଡକ ସୁରକ୍ଷା ପାଇଁ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଆରମ୍ଭ କରିଛନ୍ତି। ଲୋକସେବା ଭବନର କନ୍‌ଭେନ୍‌ସନ୍‌ ହଲ୍‌ରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ…