ଭାଇରାଲ୍ ପୋଷ୍ଟମୋର୍ଟମ୍: ବୌଦ୍ଧ ଧର୍ମ ଗ୍ରହଣ କଲେ କି ଧୋନୀ ?
ଭୁବନେଶ୍ୱର: ଚର୍ଚ୍ଚାରେ ଧୋନୀ । ଚର୍ଚ୍ଚାରେ ଧୋନୀଙ୍କ ବୌଦ୍ଧ ଭିକ୍ଷୁକ ଅବତାର । ଆଇପିଏଲ୍ ପୂର୍ବରୁ ଧୋନୀ ଙ୍କ ଏହି ଫଟୋ ସୋସିଆଲ୍ ମିଡିଆରେ ଚହଳ ଖେଳାଇଛି । ହେଲେ ଏହି ଫଟୋ ପଛର ଅସଲ କାହାଣୀ କ’ଣ ? କାହିଁକି ଧୋନୀ ନେଇଛନ୍ତି ଏପରି ବିଚିତ୍ର ଅବତାର ? ସତରେ କ’ଣ ସେ ବୌଦ୍ଧ ଧର୍ମ ଗ୍ରହଣ…