ବିଭତ୍ସ ହତ୍ୟାକାଣ୍ଡ; ହତ୍ୟା ପରେ ଅଖାରେ ଭର୍ତ୍ତିକରି ନଦୀକୁ ଫିଙ୍ଗିଦେଲା ନୃଶଂସ ସ୍ବାମୀ
ସୁନ୍ଦରଗଡ:ଅନୈତିକ ସମ୍ପର୍କ ସନ୍ଦେହରେ ଜଘନ୍ୟ କାଣ୍ଡ । ସୁନ୍ଦରଗଡ ଜିଲ୍ଲା ବଣାଇ ଉପଖଣ୍ଡ ଗୁରୁଣ୍ଡିଆ ଥାନା ପଙ୍କଡ଼ିହି ପଞ୍ଚାୟତ ଜଡ଼ା ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି। ସ୍ତ୍ରୀକୁ ବୁଲିବାକୁ ଡାକି ନେଇ ହତ୍ୟା କରିବା ପରେ ଅଭିଯୁକ୍ତ ସ୍ଵାମୀ ଜଣକ ମୃତଦେହକୁ ଏକ ଅଖାରେ…