Latest Odisha News

BREAKING NEWS

ଉପରାଷ୍ଟ୍ରପତି ନିର୍ବାଚନ: ନବୀନ ଖେଳିଲେ ସେଫ୍ ଗେମ୍, କିନ୍ତୁ ବିଜେଡିକୁ ନୂଆ ରୂପ ଦେଇ ପାରିବେ କି?

୨୦୨୪ ନିର୍ବାଚନ ପରାଜୟରୁ ବିଜୁ ଜନତା ଦଳ (ବିଜେଡି) ଏବେ ବି ଅନେକ ସମସ୍ୟାକୁ ସାମ୍ନା କରୁଛି। ମଙ୍ଗଳବାର ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ ନଦେଇ ଦଳ ସେଫ୍ ପଲିଟିକ୍ସ ଖେଳିଛି ବୋଲି କୁହାଯାଉଛି। କିନ୍ତୁ ଏହା କ’ଣ ନବୀନ ପଟ୍ଟନାୟକଙ୍କୁ ଦଳର ନୂଆ ରୂପ ଗଢ଼ିବାରେ ସାହାଯ୍ୟ କରିବ?

ସମ୍ପତି ପାଇଁ କୋର୍ଟରେ କରିସ୍ମା କପୁରଙ୍କ ଦୁଇ ପିଲା, ଜାଣନ୍ତୁ କଣ ରହିଛି ପୁରା ଘଟଣା…

ମୁମ୍ବାଇ: କରିସ୍ମା କପୁରଙ୍କ ଦୁଇ ସନ୍ତାନ ସମାଇରା ଏବଂ କିୟାନ୍ ସେମାନଙ୍କ ସ୍ୱର୍ଗତ ପିତା ସଞ୍ଜୟ କପୁରଙ୍କ ସମ୍ପତ୍ତିରେ ଅଂଶ ପାଇବା ପାଇଁ ବର୍ତ୍ତମାନ୍ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଉଭୟ ଏକ ମାମଲା ଦାୟର କରିଥିଲେ। ଯେଉଁଥିରେ ସେମାନେ ଦାବି କରିଛନ୍ତି ଯେ ସେମାନଙ୍କ ସାବତ…

ଅନୁଭବ ମହାନ୍ତିଙ୍କ ‘ଚାରିଧାମ’ ଟିଜର ଆଉଟ, ଏହି ଦିନ ରିଲିଜ ହେବ ଫିଲ୍ମ

ଭୁବନେଶ୍ବର: ପୁଣି ରୁପେଲି ପରଦାକୁ ନିଜର ଜଲଓ୍ବା ଦେଖେଇବାକୁ ଫେରୁଛନ୍ତି ଓଡ଼ିଆ ସୁପରଷ୍ଟାର ଅନୁଭବ ମହାନ୍ତି । ତାଙ୍କ ଅଭିନୀତ 'ଚାରିଧାମ' ଫିଲ୍ମର ଟିଜର ରିଲିଜ ହୋଇଛି । ଏହା ସହ ଫିଲ୍ମଟି କେବେ ପରଦାକୁ ଆସିବ ତାହାର ତାରିଖ ପ୍ରକାଶ ପାଇଛି । ତେବେ ଫିଲ୍ମଟିର ଟିଜରକୁ ଲୋକେ ବେଶ ପ୍ରଶଂସା…

ଉପରାଷ୍ଟ୍ରପତି ନିର୍ବାଚନ: ୧୫ ଭୋଟ ଅବୈଧ, କ୍ରସ ଭୋଟିଂ ସଂଖ୍ୟା ଅସ୍ପଷ୍ଟ

ନୂଆଦିଲ୍ଲୀ: ଭାରତର ୧୭ତମ ଉପରାଷ୍ଟ୍ରପତି ନିର୍ବାଚନରେ ସିପି ରାଧାକୃଷ୍ଣନ ବିଜୟୀ ହୋଇଛନ୍ତି। ସେ ମୋଟ ୪୫୨ ଭୋଟ ପାଇଛନ୍ତି। ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ ବି ସୁଦର୍ଶନ ରେଡ୍ଡୀ ୩୦୦ ଭୋଟ ପାଇ ପରାଜିତ ହୋଇଛନ୍ତି। ନିର୍ବାଚନରେ ୯୮.୨% ଭୋଟିଂ ହୋଇଥିଲା। କିନ୍ତୁ ୧୫ଟି ଭୋଟ ଅବୈଧ ଘୋଷିତ ହୋଇଛି।…

ଭୁବନେଶ୍ୱର-ରାଉରକେଲା ମଧ୍ୟରେ ଏହି ଟ୍ରେନ ବାତିଲ, ଜାଣନ୍ତୁ…

ଭୁବନେଶ୍ୱର: ଭାରତୀୟ ରେଳବାଇ ସେପ୍ଟେମ୍ବର ୧୦ ତାରିଖରେ ଭୁବନେଶ୍ୱର-ରାଉରକେଲା-ଭୁବନେଶ୍ୱର ଏକ୍ସପ୍ରେସ୍ ଟ୍ରେନ୍ ବାତିଲ୍ କରିଛି। ଲିଙ୍କ୍ ରେକ୍ ବିଳମ୍ବରେ ଚାଲିବା ଯୋଗୁଁ ଟ୍ରେନ୍ ନମ୍ବର-୨୨୮୪୦/୨୨୮୩୯ BBS-ROU-BBS ଏକ୍ସପ୍ରେସ୍ ବୁଧବାର ଉଭୟ ପଟୁ ବାତିଲ ରହିବ। ଏନେଇ ପୂର୍ବତଟ ରେଳବାଇ…

ଲାଞ୍ଚ ନେଇ ଫସିଲେ ଗ୍ରାମ କୃଷି କର୍ମଚାରୀ

ଭୁବନେଶ୍ୱର: ଓଡିଶା ଭିଜିଲାନ୍ସ ଅଧିକାରୀମାନେ ମଙ୍ଗଳବାର ଦିନ ଅନୁଗୁଳ ଜିଲ୍ଲାର ଜଣେ ଗ୍ରାମ କୃଷି କର୍ମଚାରୀ (ଭିଏଡବ୍ଲୁ)ଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛନ୍ତି। ଅଭିଯୁକ୍ତ ଜଣକ ଅନୁଗୁଳ ଜିଲ୍ଲାର କିଶୋରନଗର ବ୍ଲକ ଅନ୍ତର୍ଗତ କଦଳୀମୁଣ୍ଡା, ରାଣୀକୋଟା ଏବଂ ଧୌରାପାଲି ଜିପିର…

ଏଫଏମ କଲେଜ ଛାତ୍ରୀ ଆତ୍ମଦାହ ଘଟଣା; କ୍ରାଇମବ୍ରାଞ୍ଚର ଚାର୍ଜସିଟ୍ ଦାଖଲ…

ଭୁବନେଶ୍ୱର: ଫକୀର ମୋହନ ସ୍ୱୟଂଶାସିତ କଲେଜରେ ଜୁଲାଇ ମାସରେ ଜଣେ ଛାତ୍ରୀ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିଲେ। ବର୍ତ୍ତମାନ ଏହି ଘଟଣାରେ ଓଡ଼ିଶା ପୋଲିସର କ୍ରାଇମବ୍ରାଞ୍ଚ ବାଲେଶ୍ୱର ଏସଡିଜେଏମ କୋର୍ଟରେ ୩୪୯ ପୃଷ୍ଠା ବିଶିଷ୍ଟ ଏକ ଚାର୍ଜସିଟ୍ ଦାଖଲ କରିଛି। ଯେଉଁଥିରେ ୧୨୦ ଜଣ…

ଦେଶର ନୂଆ ଉପ ରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶର ନୂଆ ଉପ ରାଷ୍ଟ୍ରପତି ହେଲେ ଚନ୍ଦ୍ରପୁରମ୍ ପୋନୁସାମୀ ରାଧାକ୍ରିଷ୍ଣନ । ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ବିଜୟୀ ହୋଇ ଦେଶର ୧୪ତମ ଉପ ରାଷ୍ଟ୍ରପତି ହୋଇଛନ୍ତି । ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବି ଇଣ୍ଡିଆ ବ୍ଲକ ପ୍ରାର୍ଥୀ ଅବସରପ୍ରାପ୍ତ…

‘ସାରା ଦେଶରେ ଓଡ଼ିଶାକୁ ମହିଳା ସୁରକ୍ଷିତ ରାଜ୍ୟର ଉଦାହରଣ ରୂପେ ପରିଗଣିତ କରିବାକୁ ପୋଲିସ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ପୋଲିସ ଅପରାଧ ନିରାକରଣ ବିଭାଗ ଆନୁକୂଲ୍ୟରେ ମହିଳା ଓ ଶିଶୁ ସୁରକ୍ଷା ନିମନ୍ତେ ଏକ ଦିନିକିଆ କର୍ମଶାଳା ଭୁବନେଶ୍ୱର ସ୍ଥିତ ପୋଲିସ ଭବନ ଠାରେ ଆୟୋଜିତ ହୋଇଯାଇଛି । ଏହି କର୍ମଶାଳାରେ ରାଜ୍ୟ ଆରକ୍ଷୀ ମହା ନିର୍ଦ୍ଦେଶକ ଯୋଗେଶ ବାହାଦୂର…

ସିଆଚେନ ଗ୍ଲେସିୟରରେ ହିମସ୍ଖଳନ; ୩ ଯବାନ ନିହତ, ବହୁ ନିଖୋଜ

ନୂଆଦିଲ୍ଲୀ: ଆଜି ଲଦାଖର ସିଆଚେନ ଗ୍ଲେସିୟରରେ ପ୍ରବଳ ତୁଷାରପାତ (ହିମସ୍ଖଳନ) ହୋଇ ତିନି ଜଣ ଭାରତୀୟ ସେନା ପ୍ରାଣ ହରାଇଛନ୍ତି। ହଠାତ୍ ତୁଷାରପାତ ଯୋଗୁଁ ସିଆଚେନର ଉଚ୍ଚରେ ଥିବା ବେସ କ୍ୟାମ୍ପରେ ସୈନିକମାନେ ବରଫ ଏବଂ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ। ଉଦ୍ଧାର କାର୍ଯ୍ୟ ପରେ ତିନି…