ନିମାପଡ଼ା ଅଞ୍ଚଳର ବଳଙ୍ଗା ଛାତ୍ରୀଙ୍କୁ ନିଆଁ ଲଗାଇଦେବା ଘଟଣା, ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି
ବଳଙ୍ଗା, ନିମାପଡ଼ା: ବାଲେଶ୍ୱରର ସୌମ୍ୟାଶ୍ରୀ ଘଟଣାର ଆଘାତ ଲୋକଙ୍କ ମନରୁ ନଲିଭୁଣୁ ପୁଣି ଏକ ଅମାନୁଷିକ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି। ପୁରୀ ଜିଲ୍ଲା ନିମାପଡ଼ା ବଳଙ୍ଗା ଥାନା ଅନ୍ତର୍ଗତ ବାୟାବର ଗାଁରେ ଜଣେ ଯୁକ୍ତ ୨ ଛାତ୍ରୀଙ୍କୁ ତିନି ଜଣ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅଭିଯୋଗ…