Ganja Seized: ଚୋରା ଚାଲାଣ ବେଳେ ୫ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
ଗଜପତି: ଅନେକ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁ ମାତ୍ରାରେ ନିଶା କାରବାର ଉପରେ ରୋକ ଲଗାଇବାକୁ ର ପଗଡ ହେଉଛି । ଏହି ସମୟରେ ଏଥିରେ ସମ୍ପୃକ୍ତ ଥିବା ଅନେକ ବ୍ୟକ୍ତି ଧରାପଡି ଜେଲ୍ ଯାଉଥିବାବେଳେ, ସେମାନଙ୍କ ନିକଟରୁ ବହୁମୂଲ୍ୟର ବିପୁଳ ନିଶା ଦ୍ରବ୍ୟ ଜବତ ହେଉଛି । ତଥାପି ଏହି…