ଗୁଗୁଲ ସର୍ଚ୍ଚ କରିବା ପୂର୍ବରୁ ୧୦୦ ଥରେ ଭାବନ୍ତୁ, ଏହି ଦୁଇ ଶବ୍ଦ ସର୍ଚ୍ଚ କଲେ ଫାଇନ୍
ନୂଆଦିଲ୍ଲୀ: ରୁଷିଆ ନିକଟରେ ଏକ ନୂଆ କଠୋର ଆଇନ ପାସ କରିଛି,ଯେଉଁଥିରେ ଅନଲାଇନରେ କିଛି ନିର୍ଦ୍ଦିଷ୍ଟ ଶବ୍ଦ କିମ୍ବା ବିଷୟ ଖୋଜିବା ଉପରେ ମଧ୍ୟ ଜୋରିମାନା ଲାଗୁ ହେବ। The Washington Post ର ରିପୋର୍ଟ ଅନୁସାରେ, ରୁଷିଆର ସାଂସଦମାନେ ଏପରି ନିୟମକୁ ଅନୁମୋଦନ ଦେଇଛନ୍ତି, ଯାହା ଅନୁସାରେ…