Latest Odisha News

BREAKING NEWS

Hindi In Russian Universities: ମୋଦି ଇଫେକ୍ଟ; ଏବେ ରୁଷୀୟ କଲେଜରେ ପିଲା ପଢିବେ ହିନ୍ଦୀ, ଗୁରୁତ୍ୱ ଦେଲେ ରୁଷ…

ନୂଆଦିଲ୍ଲୀ: ଏବେ ରୁଷ ବିଶ୍ବବିଦ୍ୟାଳୟମାନଙ୍କରେ ପିଲା ପଢିବେ ହିନ୍ଦୀ । ବିଶ୍ୱବିଦ୍ୟାଳୟଗୁଡ଼ିକରେ ହିନ୍ଦୀ ଶିକ୍ଷା ପାଇଁ ଦାବି କଲେ ରୁଷ ମନ୍ତ୍ରୀ । ରୁଷ ଫେଡେରେସନର ଉଚ୍ଚଶିକ୍ଷା ଉପମନ୍ତ୍ରୀ କନଷ୍ଟାଣ୍ଟିନ ମୋଗିଲେଭସ୍କି ବ୍ୟାଖ୍ୟା କରିଛନ୍ତି ଯେ ଭାରତ ଆଜି ବିଶ୍ୱର ସବୁଠାରୁ ଅଧିକ…

Worldwide Earthquake: ଯଦି ଏକାସାଙ୍ଗରେ ଭୂମିକମ୍ପରେ ଥରେ ପୂରା ବିଶ୍ବ, କ’ଣ ହେବ, ଏହା ସମ୍ଭବ କି?

ନୂଆଦିଲ୍ଲୀ: ଏବେ ପାକିସ୍ତାନ ଠାରୁ ଆଫଗାନିସ୍ଥାନ, ଭାରତର ପଡ଼ୋଶୀ ଦେଶରେ ଭୂମିକମ୍ପ ଯୋଗୁଁ ଆତଙ୍କ ଖେଳିଛି । କିନ୍ତୁ ଯଦି ସମଗ୍ର ବିଶ୍ୱରେ ଏକକାଳୀନ ଭୂମିକମ୍ପ ହୁଏ ତେବେ କ’ଣ ହେବ?, ଧ୍ବଂସ ହୋଇଯିବ କି ପୂରା ପୃଥିବୀ?, ତେବେ ବୈଜ୍ଞାନିକ ଭାବେ ଏହା ସମ୍ଭବ ନୁହେଁ । କାରଣ ଟେକ୍ଟୋନିକ୍…

ସୁରକ୍ଷାକର୍ମୀଙ୍କୁ ବଡ ସଫଳତା, ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ମାଓବାଦୀ ଅମିତ ହାଂସଦା ନିହତ

ରାଞ୍ଚି: ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାର ସରଣ୍ଡା ଜଙ୍ଗଲରେ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ଜଣେ ହାର୍ଡକୋର୍ ମାଓବାଦୀ ନିହତ ହୋଇଥବା ସୂଚନା ରହିଛି । ମୃତ ମାଓବାଦୀ ଜଣକ ହେଲା ସିପିଆଇ ମାଓବାଦୀର ପୁରସ୍କାରପ୍ରାପ୍ତ ନକ୍ସଲ ଅମିତ ହାଂସଦା…

Trump To Meet Xi: ଭାରତର ନିକଟତା ଦେଖି ଆମେରିକା ମନରେ ଛନକା, ଜିନପିଙ୍ଗଙ୍କୁ ଭେଟିବାକୁ ଚାଲିଛି କସରତ….

ନୂଆଦିଲ୍ଲୀ: ଚୀନ୍‌ରେ SCO ଶିଖର ସମ୍ମିଳନୀରେ ଭାରତ-ରୁଷ ଏବଂ ଚୀନ୍‌ର ଶୀର୍ଷ ନେତାଙ୍କ ବୈଠକ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନ ପରିବର୍ତ୍ତନ ହେବା ଦେଖାଯାଉଛି। ଦିନେ ଧମକ ଦେଉଥିବା ସ୍ୱର ଏବେ ଚିନ୍ତା କରିବାର କିଛି ନାହିଁ ବୋଲି କହୁଛି। ଏହି ସମୟରେ, କୁହାଯାଉଛି ଯେ…

ରେଲୱେ କର୍ମଚାରୀଙ୍କ ଘର ଉପରକୁ ଗୁଳିମାଡ଼, ୪ ରାଉଣ୍ଡ ଗୁଳିମାରିଲେ ଦୁର୍ବୃତ୍ତ

ଝାରସୁଗୁଡ଼ା: ଝାରସୁଗୁଡାରେ ଫୁଟିଲା ଗୁଳି । ସହରର ରେଲୱେ କଲୋନୀରେ ରହୁଥିବା ରେଲୱେ କର୍ମଚାରୀ ଦଶରଥ ସୁନା ନାମକ ଜଣେ ବ୍ୟକ୍ତିଙ୍କ ଘର ଉପରେକୁ ଗୁଳିମାଡ଼ ହୋଇଛି । ବିଳମ୍ବିତ ରାତିରେ ୪ ରାଉଣ୍ଡ ଗୁଳିମାଡ଼ କରିଛି ଦୁର୍ବୃତ୍ତ । ଘର କବାଟକୁ ଗୁଳି ମାଡ଼ କରିଛନ୍ତି କିଛି ଦୁର୍ବୃତ୍ତ ।…

Weather Update: ରାଜ୍ୟରେ ଆହୁରି ଛେଚିବ ବର୍ଷା, ଆଜି ୫ ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ଅନେକ ସ୍ଥାନରେ ବର୍ଷା ଲାଗି ରହିଥିବାବେଳେ, ଆହୁରି ୩ଦିନ ବର୍ଷିବ ବୋଲି ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଆଜି ମଧ୍ୟ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ି ନେଇ ୫…

Chandra Grahan 2025:ଚନ୍ଦ୍ରଗ୍ରହଣରେ ଆପଣଙ୍କ ରାଶି ଅନୁସାରେ ଏହି ଜିନିଷ କରନ୍ତୁ ଦାନ; ଦୂର ହେବ ଦାରିଦ୍ର୍ୟ

ଭୁବନେଶ୍ବର: ୨୦୨୫ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୭ ସେପ୍ଟେମ୍ବରରେ ହେବାକୁ ଯାଉଛି। ଏହି ଗ୍ରହଣ ଭାରତରେ ସମ୍ପୂର୍ଣ୍ଣ ଦୃଶ୍ୟମାନ ହେବ। ଶାସ୍ତ୍ର ଅନୁସାରେ, ଗ୍ରହଣ ସମୟ ପରେ ଦାନ କରିବା ବହୁତ ଫଳପ୍ରଦ ଏବଂ ଏହା ଅଶୁଭ ପ୍ରଭାବକୁ ସମାପ୍ତ କରେ। ଚନ୍ଦ୍ରଗ୍ରହଣ ସର୍ବମୋକ୍ଷ ହେବା ପରେ ,ତା' ପରଦିନ…

Ropeway breakdown:ରୋପୱେ ତାର ଛିଣ୍ଡି ଚାଲିଗଲା ୬ ଜୀବନ

ଗୁଜୁରାଟ: ଗୁଜରାଟର ପଞ୍ଚମହାଲ ଜିଲ୍ଲାରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ପାବାଗଡ଼(Pavagadh Hill temple )ରେ ଶନିବାର ଅପରାହ୍ନରେ ଏକ ବଡ଼ ଦୁର୍ଘଟଣା ଘଟିଛି। ପଞ୍ଚମହାଲ ଜିଲ୍ଲାରେ ପାବାଗଡ଼ରେ ମାଲବାହୀ ରୋପୱେ ତାର ଛିଣ୍ଡି ୬ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ…

Chatar jatra 2025: ଆସନ୍ତା ୩୦ରେ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା

କଳାହାଣ୍ଡି: କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତରଯାତ୍ରା (manikeswari chatar jatra)ସେପ୍ଟେମ୍ବର ୩୦ରେ ଅନୁଷ୍ଠିତ ହେବ। ଏହି ଉତ୍ସବ ପାଳନ ପାଇଁ ଶନିବାର ଭବାନୀପାଟଣାସ୍ଥିତ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ…

Special OTET Exam: ଆସନ୍ତା ୨୭ରେ ସ୍ପେଶାଲ୍ ଓଟିଇଟି ପରୀକ୍ଷା; ବଦଳି ନାହିଁ ପରୀକ୍ଷା କେନ୍ଦ୍ର

କଟକ: ଦୁଇ ଦୁଇ ଥର ପରୀକ୍ଷା ସ୍ଥଗିତ ହେବା ପରେ ଏବେ ସେପ୍ଟେମ୍ବର ୨୭ରେ ହେବ ସ୍ପେଶାଲ୍‌ OTET ପରୀକ୍ଷା । ଦୁଇଟି ସିଟିଂରେ ହେବ ସ୍ପେଶାଲ୍‌ OTET ପରୀକ୍ଷା । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୧୭ରୁ www.bseodisha.ac.in ୱେବ୍‌ସାଇଟରେ ଉପଲବ୍ଧ ହେବ…