Coldrif Syrup: ଜୀବନ ନେଇଥିବା କଫ ସିରପ ମାମଲାରେ ଫାର୍ମା କମ୍ପାନୀ ମାଲିକ ଗିରଫ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ 'କୋଲଡ୍ରିଫ୍-Coldrif ' କଫ ସିରପ ଯୋଗୁଁ ପିଲାଙ୍କ ମୃତ୍ୟୁ ମାମଲାରେ ପୋଲିସ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । 'ଶ୍ରୀସନ୍ ମେଡିକାଲ୍ସ' (SRESAN MEDICALS) ର ମାଲିକ ଏସ୍ ରଙ୍ଗନାଥନଙ୍କୁ ଚେନ୍ନାଇରୁ ଗିରଫ କରିଛି ଏମପି ସ୍ବତନ୍ତ୍ର ତଦନ୍ତ ଦଳ ।
କଫ୍…