Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୧୦୧: ଭଗବାନଙ୍କ ସହିତ ଯାହାର ସମ୍ପର୍କ ଅଛି ସେ ହିଁ ଭାଗବତ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କ ପ୍ରଥମ ସ୍କନ୍ଦରୁ ଦ୍ୱାଦଶ ସ୍କନ୍ଦ ପର୍ଯ୍ୟନ୍ତ ଶୌନକ ଋଷି ଆଦିଙ୍କୁ ଶୁଣାଇବାର ଅଭିଳାଷ ନେଇ ଶ୍ରୀସୂତ ମହାମୁନି କିଛି କିଛି ଉପଦେଶ ଦେଇ ଶ୍ରୋତାଙ୍କ ମନକୁ ସ୍ଥିର ଓ ହୃଦୟଙ୍କୁ ନିର୍ମଳ କରିବାରେ ଲାଗିଛନ୍ତି।…

ଯାତ୍ରୀଙ୍କ ଚାହିଦା ଦେଖି କିଛି ଟ୍ରେନର ସମୟସୀମା ବୃଦ୍ଧି ଏବଂ ଅତିରିକ୍ତ କୋଚ୍ ସଂଯୋଗ

ଭୁବନେଶ୍ୱର:ପୂର୍ବତଟ ରେଳପଥ ପକ୍ଷରୁ ଯାତ୍ରୀଙ୍କ ସୁବିଧା ବୃଦ୍ଧି ଓ ବର୍ଦ୍ଧିତ ଯାତ୍ରା ଚାହିଦାକୁ ପୂରଣ କରିବା ଲକ୍ଷ୍ୟରେ ଏବଂ ଉତ୍ତମ ଯାତ୍ରା ସୁବିଧା ସୁନିଶ୍ଚିତ କରିବା ପାଇଁ କିଛି ଟ୍ରେନର ସମୟସୀମା ବୃଦ୍ଧି ଏବଂ ଅତିରିକ୍ତ କୋଚ୍ ସଂଯୋଗ ବ୍ୟବସ୍ଥା କରାଯାଇଛି । ନିରନ୍ତର ଜନସାଧାରଣଙ୍କ…

୪ଦଶନ୍ଧି ଧରି ଲୁଚି ରହିବା ପରେ ମାଓ ଦମ୍ପତିଙ୍କ ଆତ୍ମସମର୍ପଣ

ମାଲକାନଗିରି:କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନକ୍ସଲ ମୁକ୍ତ ଭାରତ ପାଇଁ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ସମୟସୀମା ଧାର୍ଯ୍ୟ କରିଛନ୍ତି। ନକ୍ସଲ ପ୍ରଭାବିତ ରାଜ୍ୟଗୁଡ଼ିକରେ କରାଯାଉଥିବା ଏହି ଅପରେସନର ପ୍ରଭାବ ଦେଖାଯିବା ଆରମ୍ଭ ହୋଇଛି। ଗୁରୁବାର ସୀମାନ୍ତ ତେଲେଙ୍ଗାନା ରାଚକୋଣ୍ଡା ପୋଲିସ ନିକଟରେ…

ରାଣୀତାଲ ଲିଙ୍କ କ୍ୟାବିନ୍ ଏବଂ ଭଦ୍ରକ ମଧ୍ୟରେ ଚତୁର୍ଥ ରେଳ ଲାଇନ ପାଇଁ ୧୪୯ କୋଟି ମଞ୍ଜୁର

ଭୁବନେଶ୍ବର:ଓଡ଼ିଶାରେ ରେଳ ଭିତ୍ତିଭୂମି ବୃଦ୍ଧି କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ରେଳ ମନ୍ତ୍ରଣାଳୟ ₹୧୪୯ .୩୨ କୋଟି ମୂଲ୍ୟରେ ରାଣୀତାଲ ଲିଙ୍କ କ୍ୟାବିନ୍ ଏବଂ ଭଦ୍ରକ ଷ୍ଟେସନ (୫.୦୬ କିଲୋମିଟର)ମଧ୍ୟରେ ଚତୁର୍ଥ ଲାଇନକୁ ମଞ୍ଜୁର କରିଛି। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ…

ରାଜ୍ୟରେ ଖୋଲିବ ଆଉ ୫ନୂଆ ମହିଳା ଏନସିସି ବାଟାଲିୟନ

ଭୁବନେଶ୍ବର: ଛାତ୍ରୀମାନଙ୍କୁ ସଶକ୍ତ କରିବା ଦିଗରେ ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତି କ୍ରମେ ରାଜ୍ୟରେ ୫ ଟି ନୂଆ ମହିଳା ଏଏନସିସି ବାଟାଲିୟନ ଖୋଲିବାକୁ ଯାଉଅଛି। ଏନେଇ ଓଡ଼ିଶା ଏନସିସି ନିର୍ଦ୍ଦେଶକଙ୍କୁ ଚିଠି କରିଛି ଉଚ୍ଚଶିକ୍ଷା ବିଭାଗ । ରାଜ୍ୟର ବର୍ତ୍ତମାନ ଏଏନସିସି କ୍ୟାଡେଟ ସଂଖ୍ୟା…

ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ଗୋବରଘାଟିରେ ଆଦିବାସୀ ନୃତ୍ୟ ଓ ସଙ୍ଗୀତ କେନ୍ଦ୍ର ଉଦ୍‌‌ଘାଟିତ

କଳିଙ୍ଗନଗର: ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍‌‌ଏଫ୍‌‌) ପକ୍ଷରୁ ଗୋବରଘାଟି ଫେଜ୍‌‌-୨ର ବାମିଆଘାଟ କମ୍ୟୁନିଟି ହଲ୍‌‌ରେ ଆଦିବାସୀ ନୃତ୍ୟ ଓ ସଙ୍ଗୀତ କେନ୍ଦ୍ର ଉଦ୍‌‌ଘାଟନ କରାଯାଇଛି । ଏହି କେନ୍ଦ୍ର ଜରିଆରେ ସ୍ୱଦେଶୀ ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଓ ପ୍ରସାର ହୋଇପାରିବ। ଏହି…

ଏଣିକି ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବେ ସାଂସଦ; ମେନୁରେ ସାମିଲ ମାଣ୍ଡିଆ, ଜଅ…

ନୂଆଦିଲ୍ଲୀ: ସଂସଦରେ କାର୍ଯ୍ୟଭାର ବଢ଼ାଇବା ପରେ ବର୍ତ୍ତମାନ୍ ଲୋକସଭା ବାଚସ୍ପତି ଓମ୍ ବିର୍ଲା ସାଂସଦ, ଅଧିକାରୀ ଏବଂ ଭିଜିଟରଙ୍କ ସ୍ବାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦେବାକୁ ଯାଉଛନ୍ତି। ବର୍ତ୍ତମାନ୍ ସାଂସଦ ର କ୍ୟାଣ୍ଟିନ ରେ ଅନେକ ସ୍ୱାସ୍ଥ୍ୟ କର ଖାଦ୍ୟ ଉପଲବ୍ଧ ରହିବା ନେଇ ସୂଚନା ମିଳିଛି।…

ଚାନ୍ଦିପୁରରେ ଅଗ୍ନି-୧ ଓ ପୃଥ୍ୱୀ-୨ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ବର:ଆଜି ଓଡ଼ିଶାର ଚାନ୍ଦିପୁରସ୍ଥିତ ପରୀକ୍ଷଣ କେନ୍ଦ୍ରରୁ ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପୃଥ୍ୱୀ-୨ ଏବଂ ଅଗ୍ନି-୧ର ସଫଳ ପରୀକ୍ଷଣ କରାଯାଇଛି। ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡର ତତ୍ତ୍ୱାବଧାନରେ ଏହି ପ୍ରକ୍ଷେପଣ କରାଯାଇଥିଲା। ପୃଥ୍ବୀ-୨ ଏବଂ ଅଗ୍ନି-୧ ପ୍ରାଇମ…

ସୋସିଆଲ ମିଡିଆରେ ପ୍ରେମ ଓ ତାପରେ ବ୍ଲାକମେଲିଂ; ମଧ୍ୟପ୍ରଦେଶରୁ ଯୁବକ ଗିରଫ

ପାରାଦୀପ: ପାରାଦୀପ ଅଞ୍ଚଳର ଜଣେ ନାବାଳିକାଙ୍କ ସହ ସାମାଜିକ ଗଣମାଧ୍ୟମରେ ପ୍ରଥମେ ପ୍ରେମ ଏବଂ ପରେ ଅଶ୍ଳୀଳ ଭିଡିଓ ଭାଇରାଲ କରିବା ମାମଲାର ଶୁଣାଣି କରି ଅତିରିକ୍ତ ଜିଲ୍ଲା ବିଚାରପତି ତଥା ସ୍ଵତନ୍ତ୍ର ପୋକସୋ କୋର୍ଟ, ଜଗତସିଂହପୁର ଅଭିଯୁକ୍ତଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା…

ଏଣିକି ସିବିଏସଇ ସ୍କୁଲରେ ଲଗାଇବ ‘ଅଏଲ ବୋର୍ଡ’

ନୂଆଦିଲ୍ଲୀ: ସିବିଏସଇ ବର୍ତ୍ତମାନ୍ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଏକ ନିର୍ଦ୍ଦେଶନାମା ଜାରି କରିଛି। ଯେଉଁଥିରେ ସମସ୍ତ ସ୍କୁଲକୁ ଏକ 'ଅଏଲ ବୋର୍ଡ' ଲଗାଇବା ପାଇଁ କୁହାଯାଇଛି। ଯାହା ଦ୍ୱାରା ପିଲାମାନେ ଅତ୍ୟଧିକ ତେଲ ଖାଇବାରୁ ନିଜକୁ ରୋକିପାରିବେ ଓ ଏହାଦ୍ୱାରା…