ଯୁବତୀଙ୍କ ଆଙ୍ଗୁଳିକୁ ୭ ଥର ଦଂଶନ କଲାଣି ସାପ
ହମୀରପୁର: ଉତରପ୍ରଦେଶର ହମୀରପୁରରେ ଏକ ଅବିଶ୍ୱସନୀୟ ଖବର ସମ୍ମୁଖକୁ ଆସିଛି । ଏଠାରେ ଜଣେ ଯୁବତୀଙ୍କୁ ସାପ ୭ ଥର ଦଂଶନ କରିଛି । ତାହା ପୁଣି ନିର୍ଦ୍ଦିଷ୍ଟ ଏକ ଆଙ୍ଗୁଳିକୁ, ବିଶ୍ୱାସ ହେଉ ନ ଥିଲେ ମଧ୍ୟ ଏହି ଘଟଣା ଏବେ ଚର୍ଚ୍ଚାର କାରଣ ସାଜିଛି । ସର୍ପ ଦଂଶନ ପରେ ପରିବାର ଲୋକେ ତାଙ୍କୁ…