ମୁମ୍ବାଇ ଉଡ଼ାଇବାକୁ ଧମକ, ଦିଲ୍ଲୀରୁ ଜଣେ ଗିରଫ
ମୁମ୍ବାଇ: ମୁମ୍ବାଇ ଉଡ଼ାଇବାକୁ ଧମକ ଦେବା ଅଭିଯୋଗରେ ଦିଲ୍ଲୀ ନୋଏଡାରୁ ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି।
ଗୁରୁବାର ଦିନ ପ୍ରାୟ ୨ଟା ସମୟରେ ମୁମ୍ବାଇ ଟ୍ରାଫିକ୍ ପୋଲିସର ସରକାରୀ ହ୍ୱାଟ୍ସଆପ୍ ନମ୍ବରରେ ଏକ ଧମକପୂର୍ଣ୍ଣ ମେସେଜ୍ ଆସିଥିଲା। ଯେଉଁଥିରେ ଦାବି କରାଯାଇଥିଲା ଯେ ସହରର ୩୪ଟି…