ନନ୍ଦନକାନନ ଆସିବେ ୩ ପ୍ରଜାତିର ନୂଆ ଅତିଥି
ଭୁବନେଶ୍ୱର: ନନ୍ଦନକାନନ ଆସିବେ ୩ ପ୍ରଜାତିର ନୂଆ ଅତିଥି। ଏହି ୩ ପ୍ରଜାତିରେ ରହିଛନ୍ତି ୧୮ ଜୀବଜନ୍ତୁ। ଏଥିପାଇଁ ପ୍ରକ୍ରିୟା ଜାରି ରହିଛି। ଚଳିତବର୍ଷର ଦ୍ଵିତୀୟ ପର୍ଯ୍ୟାୟରେ ଜନ୍ତୁ ଅଦଳବଦଳ ପ୍ରକ୍ରିୟା କାର୍ଯ୍ୟକାରୀ ହୋଇଛି। ନନ୍ଦନକାନନ ପ୍ରାଣୀଉଦ୍ୟାନ ଏବଂ ଗୁଜୁରାଟର ଜୁନାଗଡ଼ ସକ୍କରବାଗ…