ଇଂଲଣ୍ଡରେ କୋହଲି ଦେଲେ ଫିଟନେସ ଟେଷ୍ଟ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ମହାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ପଡିଆକୁ ଫେରିବା ପାଇଁ ବ୍ୟଗ୍ର ହୋଇ ଉଠିଛନ୍ତି । ସେ ଏଥିନେଇ କଠିନ ଅଭ୍ୟାସ ଜାରୀ ରଖିଛନ୍ତି । କୋହଲି ବିସିସିଆଇ ସେଂଟର ଅଫ ଏକ୍ସଲେନ୍ସରେ ଫିଟନେସ ଟେଷ୍ଟ ନ ଦେଇ ଇଂଲଣ୍ଡରେ ଦେଇଛନ୍ତି । କୋହଲି ଏଥିରେ ସଫଳ ହୋଇଛନ୍ତି…