ବାଲେଶ୍ୱରରେ ଯୁବକଙ୍କୁ ଗୁଳିମାଡ
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲାସ୍ଥିତ କଣ୍ଟାବଣିଆ ଗ୍ରାମ ନିକଟରେ ବୁଧବାର ରାତିରେ ଜଣେ ଯୁବକଙ୍କୁ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି।
ଆହତ ଯୁବକଙ୍କ ନାମ ବିରଞ୍ଚି ଦାସ ବୋଲି ଜଣାପଡିଛି ।
ମିଳିଥିବା ସୂଚନାନୁଯାୟୀ ବିରଞ୍ଚି ବାଇକ୍ ଯୋଗେ ଘରକୁ ଫେରୁଥିବାବେଳେ ଅଚାନକ ୨ ଦୁର୍ବୃତ୍ତ…