୨୬ ଦିନିଆ କାଗଜ ମୁଖା ଡିଜାଇନ କର୍ମଶାଳା ଉଦଯାପିତ
କେନ୍ଦୁଝର : ଅହମଦାବାଦର ଇଣ୍ଟରପ୍ରୁନରସିପ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ( ଇଡିଆଇ) ଓ ଆସେନଚର ସଂସ୍ଥା ଏବଂ ଭୂବନେଶ୍ୱରର ସ୍ୱେଚ୍ଛାସେବୀ ସଂଗଠନ (ଏଫଡିଆଇ)ର ମିଳିତ ଉଦ୍ୟମରେ, ୨୬ ଦିନ ଧରି କେନ୍ଦୁଝର ଜିଲ୍ଲା ଫକିରପୁରଠାରେ ଚାଲିଥିବା 'କାଗଜମୁଖା ହସ୍ତକଳାର ଡିଜାଇନ କର୍ମଶାଳା'…