ଖୁବ୍ ଶୀଘ୍ର ଏମ୍ବିବିଏସ୍ କଲେଜ ଖୋଲିବେ ବାବା ରାମଦେବ
ନୂଆଦିଲ୍ଲୀ: ନିକଟରେ ଏଲୋପାଥି ଔଷଧ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲେ ବାବା ରାମଦେବ। ଏଲୋପାଥିକୁ ଏକ 'ଷ୍ଟୁପିଡ୍ ସାଇନ୍ସ' ବୋଲି କହି ଏକ ତିକ୍ତ ବିବାଦ ସୃଷ୍ଟି କରିବା ପରେ ଯୋଗ ଗୁରୁ ବାବା ରାମଦେବ ଖୁବ ଶୀଘ୍ର ଦେଶରେ ଏକ ଏଲୋପାଥି ମେଡିକାଲ କଲେଜ ଅର୍ଥାତ୍…