୨୧ ଦିନ ପରେ ଆଜି ମୁମ୍ବାଇରୁ ଘରକୁ ଫେରୁଛନ୍ତି ନବୀନ ପଟ୍ଟନାୟକ
ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ପାଇଁ ତାଙ୍କର ମେରୁଦଣ୍ଡ ଅସ୍ତ୍ରୋପଚାର ହୋଇଥିଲା। ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଆଜି ଭୁବନେଶ୍ୱର ଫେରୁଛନ୍ତି।
ନବୀନ ଜୁନ୍ ୨୦ ରେ ମୁମ୍ବାଇ ଅଭିମୁଖେ…