ଆଶ୍ରମ ସ୍କୁଲରେ ଲଜ୍ଜା: ଏନସିପିସିଆର ରାଜ୍ୟ ସରକାରଙ୍କୁ ମାଗିଲେ ରିପୋର୍ଟ୍
ଭୁବନେଶ୍ୱର : ଓଡିଶାର ଆଶ୍ରମ ସ୍କୁଲମାନଙ୍କରେ ଅନ୍ତେବାସୀ ଭାବେ ରହୁଥିବା ସମୟରେ କିଛି ନାବାଳିକା ଛାତ୍ରୀ ଗର୍ଭବତୀ ହେଉଥିବା ଘଟଣାକୁ ଦୃଷ୍ଟିରେ ରଖି ରାଷ୍ଟ୍ରୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ ଏସମ୍ପର୍କରେ (ଏନସିପିସିଆର) ରାଜ୍ୟ ସରକାରଙ୍କୁ ଏକ ବିସ୍ତୃତ ରିପୋର୍ଟ ମାଗିଛନ୍ତି ।
ମୁଖ୍ୟ…