Latest Odisha News

BREAKING NEWS

Inspectors And SI: ଇନ୍ସପେକ୍ଟର ଏବଂ ଏସଆଇଙ୍କ କ୍ଷମତା ବୃଦ୍ଧି; ଏଣିକି ଏହି ସବୁ….

ଭୁବନେଶ୍ୱର: ଇନ୍ସପେକ୍ଟର ଏବଂ ଏସଆଇଙ୍କ କ୍ଷମତାରେ ବୃଦ୍ଧି ହୋଇଛି । ଏଣିକି ସେମାନେ ଏସସି/ଏସଟି ମାମଲାର ତଦନ୍ତ କରିପାରିବେ । ତଦନ୍ତ ସହ ଗିରଫ ଓ ସ୍ବତନ୍ତ୍ର ଅଦାଲତରେ ମାମଲା ଦାଖଲ ମଧ୍ୟ କରିପାରିବେ । ଏହା ପୂର୍ବରୁ ଡିଏସପି ପାହ୍ୟାର ଅଧିକାରୀଙ୍କୁ ଏହି କ୍ଷମତା ମିଳିଥିବାବେଳେ, ଏବେ…

Baba Vanga: ସତ ହେଲାଣି ଏତେ ଭବିଷ୍ୟବାଣୀ !

ନୂଆଦିଲ୍ଲୀ: 1911 ମସିହାରେ ବୁଲଗେରିଆରେ ଜନ୍ମ ନେଇଥିବା ବାବା ଭେଙ୍ଗା ପିଲା ଦିନରୁ ନିଜ ଦୃଷ୍ଟିଶକ୍ତି ହରାଇଥିଲେ। ତେବେ ବିନା ଆଖିରେ ବିଶ୍ବକୁ ନେଇ ତାଙ୍କର ଅନେକ ଭବିଷ୍ୟବାଣୀ ସତ ହୋଇଛି। ଦ୍ବିତୀୟ ବିଶ୍ବଯୁଦ୍ଧ, ରାଜକୁମାରୀ ଡାଏନାଙ୍କ ମୃତ୍ୟୁ ଓ ନ୍ୟୁୟର୍କରେ ବିଶ୍ବ ବାଣିଜ୍ୟ କେନ୍ଦ୍ର…

Bhitarkanika National Park: ଭିତରକନିକାରେ ପକ୍ଷୀ ଗଣନା ଆରମ୍ଭ, ୪ଟି ସ୍ଥାନରେ ଗଣାହେବେ

କେନ୍ଦ୍ରାପଡା: ଆଜିଠୁ ବିଶ୍ୱ ପ୍ରସିଦ୍ଧ ଭିତରକନିକାରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ୩ ଦିନ ଅର୍ଥାତ୍ ଅଗଷ୍ଟ ୩୦ ତାରିଖରୁ ଆରମ୍ଭ ହୋଇ ଆସନ୍ତା ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ପକ୍ଷୀ ଗଣନା କରାଯିବ । ସକାଳ ୬ଟାରୁ ଦିନ ୧୨ଟା ଯାଏଁ ପକ୍ଷୀ ଗଣନା କରାଯିବ । ଏଥିପାଇଁ ୩ଟି ଟିମ୍ ଗଠନ…

ଆମେରିକା ସହ ଲଢିବାକୁ ପ୍ରସ୍ତୁତ ସତ୍ୟ ସାଇଙ୍କ ଭକ୍ତ !

ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଭେନେଜୁଏଲା ଉପରେ ଆକ୍ରମଣ କରିପାରେ ଆମେରିକା ସେନା। ତେଲ ଉତ୍ପାଦନକାରୀ ଏହି ଦେଶ ନିକଟରେ ଆମେରିକା ପ୍ରାୟ ପ୍ରତିଦିନ ସେନା ଉପସ୍ଥିତି ବଢାଇବାରେ ଲାଗିଛି। ଶୁକ୍ରବାର ରାତିରେ ଆଟଲାଣ୍ଟିକ ମହାସାଗର ଆଡକୁ ଆମେରିକା ଯୁଦ୍ଧ ଜାହାଜ ଆଗଉଥିବା…

ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପ: ପଦକ ନିଶ୍ଚିତ କଲେ ସାତ୍ୱିକ-ଚିରାଗ

ନୂଆଦିଲ୍ଲୀ: ଚଳିତ ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପରେ ଭାରତର ପୁରୁଷ ଡବଲ୍ସ ଯୋଡି ସାତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀ ପଦକ ନିଶ୍ଚିତ କରିଛନ୍ତି । ଏହି ଟୁର୍ଣ୍ଣାମେଂଟରେ ଭାରତୀୟ ଯୋଡିଙ୍କ ପ୍ରଦର୍ଶନ ଏ ପର୍ଯ୍ୟନ୍ତ ପ୍ରଶଂସନୀୟ ରହିଛି । କ୍ୱାର୍ଟର ଫାଇନାଲରେ ସେମାନେ…

Adi Vaaniର ବିଟା ସଂସ୍କରଣ ହେଲା ଲଞ୍ଚ; ଏହା ଦେଶର ପ୍ରଥମ AI ଆଦିବାସୀ ଭାଷା ଅନୁବାଦକ

ନୂଆଦିଲ୍ଲୀ: ଆଦିବାସୀ ଭାଷାକୁ ସୁରକ୍ଷା ଦେବା ପାଇଁ, ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ 'ଆଦି ବାଣୀ'(Adi Vaani)ର ବିଟା ସଂସ୍କରଣ ଲଞ୍ଚ କରୁଛି। ଏହା ଭାରତର ପ୍ରଥମ AI-ଆଧାରିତ ଆଦିବାସୀ ଭାଷା ଅନୁବାଦକ। ଏହାକୁ ଆଦିବାସୀ ଗୌରବ ବର୍ଷ ଅଧୀନରେ ବିକଶିତ କରାଯାଇଛି। ଏହି ପଦକ୍ଷେପ ଆଦିବାସୀ…

PAN-Aadhaar ଡିଟେଲ୍ ମ୍ୟାଚ୍ ହେଉନଥିଲେ ଅଟକିଯିବ ସବୁ କାମ, ଆଜି ହିଁ ଘରେ ବସି ଠିକ୍ କରିଦିଅନ୍ତି

ନୂଆଦିଲ୍ଲୀ:  ଭାରତରେ ବର୍ତ୍ତମାନ ଅଧିକାଂଶ ଆର୍ଥିକ ଏବଂ ସରକାରୀ କାମ ପାଇଁ ପ୍ୟାନ (PAN) ଏବଂ ଆଧାର (Aadhaar) ଲିଙ୍କ ହେବା ଅତ୍ୟନ୍ତ ଜରୁରୀ। ଟ୍ୟାକ୍ସ ଫାଇଲିଂରୁ ଆରମ୍ଭ କରି ବ୍ୟାଙ୍କିଙ୍ଗ ଏବଂ ଇପିଏଫଓ (EPFO) ପର୍ଯ୍ୟନ୍ତ, ସବୁଠାରେ ଏହି ଦୁଇଟି ଡକ୍ୟୁମେଣ୍ଟର ତଥ୍ୟ ମେଳ ଖାଇବା…

ପ୍ରଥମ ଥର AC ଳଗାଉଥିଲେ ଏହି ବିଷୟରେ ନିଶ୍ଚିତ ଜାଣନ୍ତୁ, ନହେଲେ ହୋଇପାରେ ବଡ କ୍ଷତି

ନୂଆଦିଲ୍ଲୀ: ଗ୍ରୀଷ୍ମ ଋତୁ ଆରମ୍ଭ ହେବା ମାତ୍ରେ ଲୋକମାନେ ସର୍ବପ୍ରଥମେ ଏୟାର କଣ୍ଡିସନର (ଏସି) କିଣିବା ବିଷୟରେ ଚିନ୍ତା କରନ୍ତି। କିନ୍ତୁ ଯଦି ଆପଣ ପ୍ରଥମ ଥର ପାଇଁ ନିଜ ଘରେ ଏସି ଲଗାଉଛନ୍ତି, ତେବେ କେବଳ ବ୍ରାଣ୍ଡ କିମ୍ବା ଟନ କ୍ଷମତା ଦେଖି କିଣିବା ଯଥେଷ୍ଟ ନୁହେଁ। ଯଦି ଜରୁରୀ…

Top 10 Most Popular CM: ଦେଶର ଟପ୍ ଟେନ୍ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ମୋହନ, ଆକ୍ଷେପ କଲା…

ଭୁବନେଶ୍ବର: ସାମ୍ନାକୁ ଆସିଲା ଦେଶର ଟପ୍ ଟେନ୍ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ତାଲିକା । ରାଜ୍ୟରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ଆଲୋଚନା ଚାଲିଥିବା ବେଳେ ଏହି ସର୍ଭେର ଫଳାଫଳ ଆସିଛି । ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ମୁଡ ଅଫ ଦି ନେସନ ପୋଲରେ ଏହି ରିପୋର୍ଟ ସାମ୍ନାକୁ ଆସିଛି । ଏହି…

ଅତ୍ୟଧିକ କ୍ରୋଧ ନେଇପାରେ ଆପଣଙ୍କ ଜୀବନ, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ: କ୍ରୋଧ ମଣିଷର ସ୍ୱଭାବର ଏକ ଅଂଶ। କେତେବେଳେ ଏହା ସାଧାରଣ ଲାଗେ, କିନ୍ତୁ ଯେତେବେଳେ କ୍ରୋଧ ଅଭ୍ୟାସରେ ପରିଣତ ହୁଏ, ତାହା ସ୍ୱାସ୍ଥ୍ୟ ପାଇଁ ବିପଦଜନକ ହୋଇପାରେ। ବିଶେଷ କରି ହୃଦୟ ପାଇଁ ଏହା ଅତ୍ୟନ୍ତ କ୍ଷତିକାରକ। ରକ୍ତଚାପ ବୃଦ୍ଧି: କ୍ରୋଧ ସମୟରେ ଶରୀରରେ ଆଡ୍ରେନାଲିନ ଓ…