Latest Odisha News

BREAKING NEWS

ମହିଳାଙ୍କ ବିଶ୍ବାସ ଜିଣୁଛି ‘ଓଡ଼ିଶା ଯାତ୍ରୀ’, ୫୭% ୟୁଜର ମହିଳା

ଭୁବନେଶ୍ବର: ଓଡ଼ିଶା ଯାତ୍ରୀ ଉପରେ ମହିଳାଙ୍କ ଭରସା ।  ସାମ୍ପ୍ରତିକ ତଥ୍ୟରୁ ଜଣାପଡିଛି ଯେ, ଅକ୍ଟୋବର ୨୦୨୪ ରୁ ଜୁଲାଇ ୨୦୨୫ ମଧ୍ୟରେ ଓଡ଼ିଶା ଯାତ୍ରୀ ପ୍ଲାଟଫର୍ମରେ ମୋଟ ଉପଭୋକ୍ତାଙ୍କ ମଧ୍ୟରୁ ୫୭.୪୪% ମହିଳା ରହିଛନ୍ତି। ପ୍ଲାଟଫର୍ମ ବ୍ୟବହାର କରିଥିବା ୨.୫୭ ଲକ୍ଷ ଯାତ୍ରୀଙ୍କ ମଧ୍ୟରୁ…

ସମସ୍ତ ଲେଭଲ୍ କ୍ରସିଂ ଗେଟରେ ଲାଗିବ ସିସି କ୍ୟାମେରା ଓ ରେକର୍ଡିଂ ସିଷ୍ଟମ୍ !

ନୂଆଦିଲ୍ଲୀ: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳବାଇ ବୋର୍ଡର ଅଧ୍ୟକ୍ଷ ଏବଂ ବୋର୍ଡର ସଦସ୍ୟ ଏବଂ ଜୋନାଲ ରେଳବାଇର ମହାପ୍ରବନ୍ଧକମାନଙ୍କ ସହିତ ଲେଭଲ୍ କ୍ରସିଂ ଗେଟ୍‌ଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ। ତାଙ୍କ ପିତାଙ୍କ ମୃତ୍ୟୁର ଗୋଟିଏ ଦିନ ପରେ, ବ୍ୟକ୍ତିଗତ ଶୋକ ଏବଂ ଶବଦାହ…

ଓଡ଼ିଶାକୁ ଏଗ୍ରିକଲଚର ଲିଡ଼ରସିପ ପୁରସ୍କାର ପ୍ରଦାନ; ଏହି ସମ୍ମାନ ରାଜ୍ୟର ଅନ୍ନଦାତାଙ୍କୁ ଉତ୍ସର୍ଗୀକୃତ କଲେ…

ଭୁବନେଶ୍ବର: ଓଡ଼ିଶାକୁ କୃଷି ପାଇଁ ଶ୍ରେଷ୍ଠ ରାଜ୍ୟ ଭାବରେ ମାନ୍ୟତା ଦେଇ ଏଗ୍ରିକଲଚର ଟୁଡେ ଗ୍ରୁପ୍ ଦ୍ୱାରା ପ୍ରତିଷ୍ଠିତ ଏଗ୍ରିକଲଚର ଲିଡ଼ରସିପ ପୁରସ୍କାର ପ୍ରଦାନ କରାଯାଇଛି। କୃଷି କ୍ଷେତ୍ରରେ ଭାରତର ଅଗ୍ରଣୀ ଗଣମାଧ୍ୟମ ଏଗ୍ରିକଲଚର ଟୁଡେ ଗ୍ରୁପ୍ ଦ୍ୱାରା ଆୟୋଜିତ ୧୬ତମ ଏଗ୍ରିକଲଚର…

YouTubeରେ କେମିତି ମିଳିଥାଏ ସିଲଭର ପ୍ଲେ ବଟନ, ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ: ୟୁଟ୍ୟୁବ କେବଳ ଏକ ଭିଡିଓ ସେୟାରିଂ ୟୁଟ୍ୟୁବର ନିର୍ଦ୍ଦିଷ୍ଟ ସବସ୍କ୍ରାଇବର ମାଇଲଷ୍ଟୋନ ଅତିକ୍ରମ କରନ୍ତି, ୟୁଟ୍ୟୁବ ତାଙ୍କୁ ଏକ କ୍ରିଏଟର ଆୱାର୍ଡ ବା ପ୍ଲେ ବଟନ ପ୍ରଦାନ କରିଥାଏ। ଏହି ଆୱାର୍ଡ ମଧ୍ୟରେ ସବୁଠୁ ପ୍ରଥମ ଓ ଲୋକପ୍ରିୟ ହେଉଛି ସିଲଭର ପ୍ଲେ ବଟନ, ଯାହାକୁ ସାଧାରଣତଃ…

ଜୁଲାଇ ୧୪ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି 

ଭୁବନେଶ୍ୱର: ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଜୁଲାଇ ୧୪ ଓ ୧୫ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ପରିପ୍ରେକ୍ଷୀରେ ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତରେ ଅନୁଷ୍ଠିତ ହୋଇଯାଇଛି। ସୂଚନା ଅନୁସାରେ ଜୁଲାଇ ୧୪…

ଜେଲ୍‌ରୁ ବାହାରିଲେ ଜଗନ୍ନାଥ ପ୍ରଧାନ;କହିଲେ ମୋତେ ଓ ମୋ ଦଳକୁ ବଦନାମ୍…

ଭୁବନେଶ୍ବର:ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ଗିରଫ ହୋଇଥିଲେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ । ଆଜି ଝାରପଡ଼ା ଜେଲ୍‌ରୁ ମୁକୁଳିଲେ ଜଗନ୍ନାଥ ପ୍ରଧାନ। ବୁଧବାର ସନ୍ଧ୍ୟାରେ ଝାରପଡା ଜେଲରୁ ମୁକ୍ତ ହେବା ପରେ ଶୁଭେଚ୍ଛୁ ଓ ସମର୍ଥକମାନେ ତାଙ୍କୁ ସ୍ୱାଗତ…

ଇଣ୍ଡିଆନ କୋଷ୍ଟ ଗାର୍ଡରେ ଅଫିସର ହେବାର ବଡ଼ ସୁଯୋଗ, ଆବେଦନ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ: ଯଦି ଆପଣଙ୍କ ସ୍ୱପ୍ନ ଦେଶର ସମୁଦ୍ର ସୀମାର ସୁରକ୍ଷା କରିବା ଏବଂ ଏକ ସମ୍ମାନଜନକ ସୈନ୍ୟ ସେବାରେ ଯୋଗଦେବା ଚାହୁଁଛନ୍ତି, ତେବେ ଭାରତୀୟ ତଟରକ୍ଷୀ ବାହିନୀ (Indian Coast Guard) ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆଣିଛି। ତଟରକ୍ଷୀ ବାହିନୀ ୨୦୨୭ ବ୍ୟାଚ୍‌ ପାଇଁ ଆସିଷ୍ଟାଣ୍ଟ…

ଗୋଟିଏ ଦିନରେ କେତେ ଟଙ୍କା ପାଇଥାନ୍ତି Appleର COO, ଦରମା ଶୁଣିଲେ ତାଜୁବ ହୋଇଯିବେ

ନୂଆଦିଲ୍ଲୀ: ମୋବାଇଲ ଓ ଟେକ୍ନୋଲୋଜି ଜଗତରେ  Appleର ନାମ କୌଣସି ପରିଚୟର ଆବଶ୍ୟକତା ନାହିଁ । କିନ୍ତୁ ଏବେ ଏକ ନୂଆ ନାଁ ଚର୍ଚ୍ଚାରେ ରହିଛିନ୍ତି ସବୀହ ଖାନ। ବିଶ୍ୱର ସବୁଠୁ ମୂଲ୍ୟବାନ ଟେକ୍ କମ୍ପାନୀ ଆପଲ ତାଙ୍କୁ ନିଜର ନୂଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (COO)  ଭାବେ ନିଯୁକ୍ତ…

୨୦୨୧ ପରେ ରେଳବାଇ ଚାକିରୀରେ ଯୋଗ ଦେଲେ ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାର

ନୂଆଦିଲ୍ଲୀ: ୨ ଥର ଅଲିମ୍ପିକ୍ସରେ ପଦକ ଜିତିଥିବା ଭାରତୀୟ ରେସଲର ସୁଶୀଲ କୁମାର ପୂନର୍ବାର ଚାକିରୀରେ ଯୋଗ ଦେଇଛନ୍ତି । ହାଇ ପ୍ରୋଫାଇଲ ହତ୍ୟା ମାମଲାରେ ତାଙ୍କଚୁ ଜାମିନ ମିଳିବା ପରେ ସେ ରେଲବାଇ ଅଫିସରେ ପଂହଚି ରିପୋର୍ଟ କରିଥିଲେ । ଯୁବ ରେସଲର ସାଗର ଧନଖାଡାଙ୍କ ହତ୍ୟା ମାମଲାରେ ସେ…

ଓଡ଼ିଶା ଗସ୍ତ ବେଳେ ରୁଦ୍ଧ ଦ୍ଵାର ବୈଠକ କରିବେ ରାହୁଲ

ଭୁବନେଶ୍ୱର: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜୁଲାଇ ୧୧ ତାରିଖରେ ଓଡ଼ିଶା ଗସ୍ତ କରିବେ। ଏହି ସମୟରେ ସେ କଂଗ୍ରେସ ଶିବିରରେ ଏକ ରୁଦ୍ଧ ଦ୍ଵାର ବୈଠକ କରିବେ ବୋଲି ଜଣାପଡିଛି। ଆଗାମୀ ନିର୍ବାଚନକୁ ନଜରରେ ରଖି ଓଡ଼ିଶାରେ ତୃଣମୂଳ ସ୍ତରର ଗଠନକୁ ମଜବୁତ କରିବା ପାଇଁ ଏହି ଗସ୍ତର…