ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୈଦେହୀ ପଣ୍ଡାଙ୍କ ୮୭ ବର୍ଷ ବୟସରେ ପରଲୋକ
ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୈଦେହୀ ପଣ୍ଡାଙ୍କର ମଙ୍ଗଳବାର ଦିନ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ୮୭ ବର୍ଷ ବୟସରେ ପରଲୋକ ହୋଇଯାଇଛି ।
ପ୍ରାପ୍ତ ସୂଚନାନୁଯାୟୀ, ସ୍ୱର୍ଗତଃ ବୈଦେହୀ ପଣ୍ଡା ଦୀର୍ଘ ଦିନ ଧରି ସ୍ୱାମୀ ପ୍ରଜ୍ଞାନାନନ୍ଦ ଆଶ୍ରମରେ ରହିଆସୁଥିଲେ…