ଜେଲ୍ରୁ ବାହାରିଲେ ଜଗନ୍ନାଥ ପ୍ରଧାନ;କହିଲେ ମୋତେ ଓ ମୋ ଦଳକୁ ବଦନାମ୍…
ଭୁବନେଶ୍ବର:ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ଗିରଫ ହୋଇଥିଲେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ । ଆଜି ଝାରପଡ଼ା ଜେଲ୍ରୁ ମୁକୁଳିଲେ ଜଗନ୍ନାଥ ପ୍ରଧାନ। ବୁଧବାର ସନ୍ଧ୍ୟାରେ ଝାରପଡା ଜେଲରୁ ମୁକ୍ତ ହେବା ପରେ ଶୁଭେଚ୍ଛୁ ଓ ସମର୍ଥକମାନେ ତାଙ୍କୁ ସ୍ୱାଗତ…