Latest Odisha News

BREAKING NEWS

ଚାଷୀଙ୍କୁ ନୂଆଖାଇ ଭେଟି, ସିଏମ୍‌ କିଷାନର ୩ୟ କିସ୍ତି ଟଙ୍କା ପ୍ରଦାନ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଦିନ ମୁଖ୍ୟମନ୍ତ୍ରୀ-କିଷାନ ଯୋଜନାର ତୃତୀୟ କିସ୍ତି ଜାରି କରିଛନ୍ତି। ଯାହା ରାଜ୍ୟର ୫୧ ଲକ୍ଷରୁ ଅଧିକ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବ। ସୂଚନା ଅନୁଯାୟୀ, ରାଜ୍ୟର କୃଷି ମହୋତ୍ସବ ନୂଆଖାଇର…

Low Pressure Area: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ସ୍ପଷ୍ଟ ଚିହ୍ନିତ, ୨୮ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର…

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ସ୍ପଷ୍ଟ ଚିହ୍ନିତ। ଆସନ୍ତା ୨୪ ଘଣ୍ଟାରେ ପଶ୍ଚିମ ଉତ୍ତର-ପଶ୍ଚିମ ମୁହାଁ ହେବ। ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିବ। ଆଗାମୀ ୨୪ ଘଣ୍ଟାରେ କୋରାପୁଟ, ନବରଙ୍ଗପୁର, ମାଲକାନଗିରିରେ ସର୍ବାଧିକ ବର୍ଷା ହେବା ନେଇ ଆକଳନ…

Minor Boy Falls From Roof: ଆଶ୍ରମ ସ୍କୁଲରେ ଅଘଟଣ: ଛାତରୁ ଖସି ଲୁହା ଗ୍ରୀଲ୍ ଉପରେ ଲାଖି ରହିଲେ ନାବାଳକ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ପୁରୁଣା ଗୁଣୁପୁର ଆଶ୍ରମ ସ୍କୁଲରେ ଅଘଟଣ। ଗଣେଶ ପୂଜା ପାଇଁ ଆସିଥିବା ବେଳେ ଅଘଟଣର ଶିକାର ହେଲେ ନାବାଳକ। ଛାତରୁ ଖସି ଲୁହା ଗ୍ରୀଲ୍‌ ଉପରେ ପଡି ଘଣ୍ଟାଏ ସମୟ ଧରି ଲାଖି ରହିଲେ ନାବାଳକ। ଉଦ୍ଧାର କଲେ ଅଗ୍ନିଶମ ବାହିନୀ। ଛାତ୍ର ଜଣଙ୍କ ତୃତୀୟ ଶ୍ରେଣୀରେ ପଢୁଥିବା…

Former BJD MP Pinaki Mishra: ପୂର୍ବତନ ବିଜେଡି ସାଂସଦ ପିନାକୀ ମିଶ୍ରଙ୍କ ନାଁରେ ଆର୍ଥିକ ହେରଫେର ଭଳି ସାଂଘାତିକ…

ଭୁବନେଶ୍ୱର: ପୂର୍ବତନ ବିଜେଡି ସାଂସଦ ପିନାକୀ ମିଶ୍ରଙ୍କ ନାଁରେ ସାଂଘାତିକ ଅଭିଯୋଗ ଆସିଛି। ଆର୍ଥିକ ହେରଫେର, ମନି ଲଣ୍ଡରିଂ ଭଳି ସଙ୍ଗୀନ ଅଭିଯୋଗ ହୋଇଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ସଂସଦରେ ଦେଶ ସୁରକ୍ଷାର ଗୁପ୍ତ ତଥ୍ୟ ନେଇ ପ୍ରଶ୍ନ ପଚାରିବା ଅଭିଯୋଗ ହୋଇଛି।…

ଆଇପିଏଲରୁ ଅବସର ନେଲେ ରବିଚନ୍ଦ୍ରନ ଅଶ୍ୱିନ, ରହିଛି ଏହି କୀର୍ତ୍ତି…

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ ବୁଧବାର ଦିନ ଅର୍ଥାତ୍ ୨୭ ଅଗଷ୍ଟରେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ରୁ ଅବସର ନେଇଛନ୍ତି। ସେ ତାଙ୍କ ଆଇପିଏଲ କ୍ୟାରିୟରରେ ୫ଟି ଟିମ୍ ଅର୍ଥାତ୍ ଚେନ୍ନାଇ ସୁପର କିଙ୍ଗସ, ରାଇଜିଂ ପୁଣେ ସୁପର ଜାଏଣ୍ଟସ, ପଞ୍ଜାବ କିଙ୍ଗସ, ଦିଲ୍ଲୀ…

Bhitarkanika Bird Count: ଆସନ୍ତା ୩୦ରୁ ଭିତରକନିକାରେ ପକ୍ଷୀ ଗଣନା ଆରମ୍ଭ

କେନ୍ଦ୍ରାପଡା: ଆସନ୍ତା ୩୦ ତାରିଖରୁ ଭିତରକନିକାରେ ପକ୍ଷୀ ଗଣନା ଆରମ୍ଭ। ଅଗଷ୍ଟ ୩୦ ତାରିଖରୁ ପକ୍ଷୀ ଗଣନା ଆରମ୍ଭ ହୋଇ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ଚାଲିବ। ୩ ଦିନ ଧରି ପକ୍ଷୀ ଗଣନା ହେବ। ମଠଆଡିଆ, ଲକ୍ଷ୍ମୀପ୍ରସାଦଡ଼ିଆ, ଦୁର୍ଗାପ୍ରସାଦ ଡିଆ ଓ ବାଲିଡିଆରେ ପକ୍ଷୀ ଗଣନା କରାଯିବ।…

ବେତନଟୀରେ ଖୋଲିବ କିମ୍‌ସ-ଶୁଭ୍ରା ରୁରାଲ୍ ହସ୍‌ପିଟାଲ୍

ଭୁବନେଶ୍ୱର: ମୟୂରଭଞ୍ଜ ବେତନଟୀ ଅନ୍ତର୍ଗତ କୁଂଚିଶୋଳ ଗ୍ରାମରେ ଏକ ରୁରାଲ ହସ୍‌ପିଟାଲ୍ ଖୋଲିବା ପାଇଁ ଭୁବନେଶ୍ୱରର କିମ୍‌ସ ଓ ଗୁଜରାଟର ଶୁଭ୍ରା ଫାଉଣ୍ଡେସନ୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଯାଇଛି। ଭୁବନେଶ୍ୱରରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କିଟ୍‌, କିସ୍ ଓ କିମ୍‌ସ…

ଚୀନକୁ ଧମକାଇଲେ ଟ୍ରମ୍ପ; ଚାହିଁଲେ ଧ୍ଵଂସ କରିଦେବୁ…

ନୂଆଦିଲ୍ଲୀ: ଆମେରିକା ଚୀନ୍ ସହିତ ସମ୍ପର୍କ ବଜାୟ ରଖିବା ସପକ୍ଷରେ। ଏନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ସ୍ପଷ୍ଟ କରିଛନ୍ତି। ଏହା ସତ୍ତ୍ୱେ ହ୍ୱାଇଟ୍ ହାଉସରେ ଦକ୍ଷିଣ କୋରିଆର ରାଷ୍ଟ୍ରପତି ଲି ଜାଏ ମୟୋଙ୍ଗଙ୍କ ସହ ଏକ ଭେଟଘାଟ ସମୟରେ ଟ୍ରମ୍ପ୍ ଚୀନକୁ ସିଧାସଳଖ ଧମକ…

Missing YouTuber found: ନିଖୋଜ ୟୁଟ୍ୟୁବରଙ୍କ ମିଳିଲା ପତ୍ତା: ଆଦିବାସୀଙ୍କ ଗହଣରେ ଅଛନ୍ତି ସୁରକ୍ଷିତ

ଦିଗପହଣ୍ଡି: ନିଖୋଜ ୟୁଟ୍ୟୁବର୍ ନରେନ୍ଦ୍ର ସାହୁଙ୍କ ମିଳିଲା ପତ୍ତା। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍‌ ମାରମାରିଆ ଗାଁରେ ୟୁଟ୍ୟୁବର୍ ଥିବା ସୂଚନା। ଗାଁର ଆଦିବାସୀଙ୍କ ଗହଣରେ ୟୁଟ୍ୟୁବର୍‌ ସୁରକ୍ଷିତ ଥିବା ସୂଚନା। ଗତ ରବିବାରଠୁ ନିଖୋଜ ଥିଲେ ଟ୍ୟୁବର୍ ନରେନ୍ଦ୍ର ସାହୁ। ଜରଡ଼ା ଥାନା…

Trump Tariff On India: ଆଜିଠୁ ୫୦ ପ୍ରତିଶତ ଟାରିଫ୍: ଅତିରିକ୍ତ ୨୫% ଶୁଳ୍କ ନୋଟିସ୍‌ ଜାରି

ନୂଆଦିଲ୍ଲୀ: ଏହି ମାସର ଆରମ୍ଭରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଭାରତ ଉପରେ ଘୋଷଣା କରାଯାଇଥିବା ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଆଜିଠାରୁ କାର୍ଯ୍ୟକାରୀ ହୋଇଛି। ଏବେ ଭାରତୀୟ ଆମଦାନୀ ଉପରେ ମୋଟ ଶୁଳ୍କ ୫୦% ହେବ। ଟ୍ରମ୍ପ ରୁଷରୁ ତେଲ କିଣିବା ପାଇଁ ଭାରତ ଉପରେ…