Latest Odisha News

BREAKING NEWS

PM Modi condoles: ଖାଲିଦାଙ୍କ ବିୟୋଗରେ ମୋଦିଙ୍କ ଶୋକ, ସାକ୍ଷାତକାରକୁ ମନେ ପକାଇଲେ…

ନୂଆଦିଲ୍ଲୀ: ବାଂଲାଦେଶରେ ବର୍ତ୍ତମାନ ବହୁତ କିଛି ଘଟୁଛି।ବାଂଲାଦେଶ ରାଜନୀତିରେ ଏକ ଯୁଗର ଅନ୍ତ ଘଟିଛି ।ଗୋଟିଏ ପଟେ ନିର୍ବାଚନ ତାରିଖ ଘୋଷଣା କରାଯାଇଥିଲା, ଅନ୍ୟପଟେ ଖାଲିଦା ଜିଆଙ୍କ ପୁଅ ତାରିକ ରହମାନଙ୍କ ପ୍ରତ୍ୟାବର୍ତ୍ତନ ପରେ ରାଜନୈତିକ ଦୃଶ୍ୟପଟ ପରିବର୍ତ୍ତନ ହୋଇଯାଇଥିଲା । ଏହି…

ଭୟଙ୍କର ସଡ଼କ ଦୁର୍ଘଟଣା: ପଥଚାରୀଙ୍କୁ ପିଟିଲା ବସ୍, ୪ ମୃତ

ମୁମ୍ବାଇ: ମୁମ୍ବାଇର ଭାଣ୍ଡୁପ୍ ପଶ୍ଚିମ ଷ୍ଟେସନ ରୋଡ୍ ଅଞ୍ଚଳରେ ବଡ଼ ସଡକ ଦୁର୍ଘଟଣା। ରିଭର୍ସ ନେଉଥିବା ସମୟରେ ପଥଚାରୀଙ୍କୁ ପିଟିଲା ବସ୍। ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ…

ପୂନର୍ବାର ହାରିଲା ପରେ ରାଗିକି ଟେବୁଲକୁ ବାଡେଇଲେ କାର୍ଲସନ

ନୂଆଦିଲ୍ଲୀ: ବିଶ୍ୱର ଏକ ନମ୍ବର ଚେସ ଖେଳାଳି ମାଗ୍ନସ କାର୍ଲସନ ବୋଧହୁଏ ପରାଜୟକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ପୂନର୍ବାର ତାଙ୍କର ଏକ ପ୍ରତିକ୍ରିୟା ଏବେ ଭାଇରାଲ ହେବାରେ ଲାଗିଛି । କତାରର ରାଜଧାନୀ ଦୋହାରେ ଚାଲିଥିବା ୱାର୍ଲ୍ଡ ର‌୍ୟାପିଡ ବ୍ଲିଟଜ ଚେସ ଚାମ୍ପିୟନଶିପରେ ଭାରତର…

Gulua-Barsha Controversy: ସ୍ତ୍ରୀଙ୍କ ଅଭିଯୋଗରେ ରାଗିଗଲେ ଗୁଲୁଆ, କହିଲେ ‘ମୋତେ ଆଉ କେହି ଝିଅ…

ଭୁବନେଶ୍ବର:   -ସ୍ତ୍ରୀ ବର୍ଷାଙ୍କ ସଙ୍ଗୀନ ଅଭିଯୋଗ ପରେ ପୁଣି ମୁହଁ ଖୋଲିଲେ ଗୁଲୁଆ                     -ବର୍ଷାଙ୍କ ଉପରେ ରାଗିଯାଇ ସବୁ ଭଡ଼ାସ ବାହାରକଲେ                     -ଏବେ ସୋସିଆଲ ମିଡ଼ିଆରେ ଚାଲିଛି ମିଷ୍ଟର ଗୁଲୁଆ ଓ ବର୍ଷାଙ୍କ ହାଇଡ଼୍ରାମା…

Vigilance Raid: ବାରଙ୍ଗ ଅତିରିକ୍ତ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍;୪ ସ୍ଥାନରେ ଚଢାଉ

ଭୁବନେଶ୍ବର: ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ରେଡ୍। ମଙ୍ଗଳବାର ସକାଳୁ ଏକକାଳୀନ ୪ଟି ସ୍ଥାନରେ ରେଡ୍ ମାରିଛି ଭିଜିଲାନ୍ସ ଟିମ୍। ଖବର ଅନୁସାରେ, ବର୍ତ୍ତମାନ…

Drone attack: ବିପଦରେ ପୁଟିନଙ୍କ ଜୀବନ! ଘର ଉପରେ ଡ୍ରୋନ୍ ଆକ୍ରମଣ

ନୂଆଦିଲ୍ଲୀ:  ଗୋଟିଏ ପଟେ ରୁଷିଆ ଏବଂ ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ପାଇଁ ଶାନ୍ତି ଆଲୋଚନା ଚାଲିଥିବା ବେଳେ ଅପରପକ୍ଷେ ଏପରି ଏକ ଘଟଣା ଘଟିଛି ଯାହା ପୁଣି ଏହି ଯୁଦ୍ଧକୁ ବଢାଇବାକୁ ଉସକାଉଛି ।  ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର  ପୁଟିନ୍‌ଙ୍କ ଘର ଉପରେ ଡ୍ରୋନ୍‌ ଆକ୍ରମଣ । ୟଏପରି ଚେଷ୍ଟା…

Vigilance Raid: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ PEOଙ୍କ ଘରେ ଭିଜିଲାନ୍ସ ରେଡ୍

କେନ୍ଦୁଝର: ଭିଜିଲାନ୍ସ ଜାଲରେ କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ୍ PEO। ଆନନ୍ଦପୁର ହାଟଡ଼ିହି ବ୍ଲକ୍ PEO ଜିତେନ୍ଦ୍ର ଜେନାଙ୍କ ବିରୋଧରେ ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ। ତାଙ୍କ ବାସଭବନ ସମେତ ୬ଟି ସ୍ଥାନରେ ଚଢାଉ କରାଯାଇଛି। କେନ୍ଦୁଝର ଓ…

Indoor swimming pool: ତମାଣ୍ଡୋରେ ଅତ୍ୟାଧୁନିକ ଇନଡୋର ସୁଇମିଂ ପୁଲ୍ ଉଦ୍‌ଘାଟିତ

ଭୁବନେଶ୍ୱର: ଭୁବନେଶ୍ୱର ତମାଣ୍ଡୋ ସ୍ଥିତ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ (GCPE) ପରିସରରେ ଆଜି ଏକ ନୂତନ ୨୫ ମିଟର ବିଶିଷ୍ଟ ଇନଡୋର ସୁଇମିଂପୁଲର ଶୁଭ ଉଦଘାଟନ ହୋଇଯାଇଛି। କ୍ରୀଡ଼ା ଓ ଯୁବ ସେବା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପ୍ରକଳ୍ପର…

Shree Jagannath Temple puri: ଡିସେମ୍ବର ୩୧ ରେ ୧୧ଟାରେ ରାତ୍ର ପହୁଡ଼;ଏହି ୨ଦିନ ବାହାର କାଠରୁ ଦର୍ଶନ

ପୁରୀ:ଡିସେମ୍ବର ୩୧ ତାରିଖରେ ରାତି ୧୧ ଟାରେ ପହୁଡ ହୋଇ ରାତ୍ର ୨ ଟାରେ ଦ୍ୱାର ଫିଟିବ । ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏହି ନିଷ୍ପତି ନେଇଛି। ନବବର୍ଷର ପ୍ରଥମ ଦିନ ଅର୍ଥାତ୍ ଜାନୁଆରୀ ୧ ତାରିଖ ପାଇଁ ରାତି ୨ଟାରୁ ଶ୍ରୀମନ୍ଦିର…

Khaleda Zia dies at 80: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିୟାଙ୍କ ପରଲୋକ,ବାଂଲାର ପ୍ରଥମ ମହିଳା…

ଢାକା: ବାଂଲାଦେଶର ପୂର୍ବତନ ତଥା ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଖାଲିଦା ଜିୟାଙ୍କ ପରଲୋକ । ୮୦ ବର୍ଷ ବୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଖାଲିଦା । ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଚିକିତ୍ସିତ ହେଉଥିଲେ । ସେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ବିଏନପିର ପ୍ରମୁଖ ଥିଲେ । ତାଙ୍କ ମୃତ୍ୟୁ…