Latest Odisha News

BREAKING NEWS

Landslide On Vaishno evi:ବୈଷ୍ଣୋ ଦେବୀ ଯାତ୍ରା ବେଳେ ଭୂସ୍ଖଳନ: ପାହାଡ଼ ଧସି ୩୧ ମୃତ, ୨୦ରୁ ଉର୍ଦ୍ଧ୍ବ ଆହତ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ବାଦଲ ଫଟା ବର୍ଷା ତାଣ୍ଡବ। ବୁଧବାର ଦିନ ପ୍ରବଳ ବର୍ଷା ହେବା ଫଳରେ ଜମ୍ମୁ ଏବଂ କାଶ୍ମୀରର କଟରାର ଅର୍ଦ୍ଧକୁମାରୀ ନିକଟରେ ମାତା ବୈଷ୍ଣୋ ଦେବୀ ମାର୍ଗରେ ଭୟଙ୍କର ଭୂସ୍ଖଳନ ହୋଇଛି। ପାହାଡ଼ ଧସିବା ଫଳରେ ମୃତ୍ୟୁ ସଂଖ୍ୟା ୩୧କୁ ବୃଦ୍ଧି ପାଇଛି। ୨୦ରୁ ଉର୍ଦ୍ଧ୍ୱ…

Weather Update: ଆଜିଠୁ ବଢ଼ିବ ବର୍ଷାର ପରିମାଣ, ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଲଘୁଚାପଜନିତ ବର୍ଷା। ଫଳକେ ଆଜିଠୁ ବଢ଼ିବ ବର୍ଷାର ପରିମାଣ। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଲାଗି…

Odisha Vigilance: ଲାଞ୍ଚ ନେଉଥିବା ବେଳେ ଗିରଫ ହେଲେ ରାଜ୍ୟ ଟିକସ ସହକାରୀ କମିଶନର

ଭୁବନେଶ୍ୱର: ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଭୁବନେଶ୍ୱର-IV ସର୍କଲର ସହକାରୀ ରାଜ୍ୟ ଟିକସ କମିଶନର ସରିତା ବାରିକ। ମଙ୍ଗଳବାର ଦିନ ଲାଞ୍ଚ ଦାବି କରିବା ଏବଂ ନେବା ସମୟରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଟିକସ ଅବଧି ପାଇଁ ITC (ଇନପୁଟ୍…

Maoist Arrested: ପୋଲିସକୁ ବଡ଼ ସଫଳତା: ଦୁର୍ଦ୍ଦାନ୍ତ ମାଓବାଦୀ ବିଶୁ ସିଂ ଗିରଫ

ରାଉରକେଲା: ଝାଡଖଣ୍ଡ-ସୁନ୍ଦରଗଡ଼ ସୀମାନ୍ତରେ ଆଇଇଡି ବିସ୍ଫୋରଣ ଏବଂ କେ.ବଲାଙ୍ଗ ଥାନା ଅଞ୍ଚଳରୁ ବିସ୍ଫୋରକ ଲୁଟ୍‌ ମାମଲାରେ ସଂପୃକ୍ତ ଦୁର୍ଦ୍ଦାନ୍ତ ମାଓବାଦୀ ବିଶୁ ସିଂ (୫୮)କୁ ଗିରଫ କରିଛି ରାଉରକେଲା ପୋଲିସ। ଅଭିଯୁକ୍ତ ବିଶୁର ଘର କେ.ବଲାଙ୍ଗ ଥାନା ଅନ୍ତର୍ଗତ ଆମଝରଣ ଗାଁରେ। ବିଶୁ…

Blood Transfusion To Animals: ପଶୁମାନଙ୍କ ରକ୍ତ ସଞ୍ଚାରଣ ଓ ରକ୍ତଭଣ୍ଡାର ପାଇଁ ତିଆରି ହେଲା ନିୟମ, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ: ଆମ ଚାରିପାଖରେ ଅନେକ ପଶୁ ଅଛନ୍ତି ଯେଉଁମାନେ ସେମାନଙ୍କର ଯନ୍ତ୍ରଣା ପ୍ରକାଶ କରିପାରନ୍ତି ନାହିଁ। ଯଦି ସେମାନେ ଆଘାତ ପାଆନ୍ତି, ସେମାନେ ନିଜେ ଡାକ୍ତରଖାନା ଯାଇପାରନ୍ତି ନାହିଁ, ସେମାନେ ସେମାନଙ୍କର ଯନ୍ତ୍ରଣା ପ୍ରକାଶ କରିପାରନ୍ତି ନାହିଁ। ଏହି କାରଣରୁ, ସରକାର ପ୍ରାଣୀ…

ଶ୍ରୀ ଭାଗବତ ସାର ୧୪୧: ସବୁ ଇନ୍ଦ୍ରିୟ ମଧ୍ୟରେ ରାସନେନ୍ଦ୍ରୀୟ ଜିହ୍ୱା ସବୁଠାରୁ ତୀବ୍ର, ଏହାକୁ ଜୟ କରିପାରିଲେ ଜୀବନରେ…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ବର୍ଣ୍ଣିତ ଚବିଶି ଗୁରୁ ପ୍ରସଙ୍ଗ ଯେତିକି ରସଯୁକ୍ତ ସେତିକି ରହସ୍ୟ ଯୁକ୍ତ, କାରଣ ମହାତ୍ମା ଅବଧୂତ କେଉଁ ପ୍ରାଣୀର ଗୁଣକୁ କେତେବେଳେ ଗ୍ରହଣ କରିଛନ୍ତି ତ କେତେବେଳେ ତାର ଅବଗୁଣକୁ ତ୍ୟାଗ କରିବାର ସଂକଳ୍ପ ନେଇଛନ୍ତି।…

ଏସସି ଓ ଏସଟି କଲ୍ୟାଣ ସମିତିର ଜାତୀୟ ସମ୍ମିଳନୀକୁ ଉଦଘାଟନ କରିବେ ଲୋକସଭା ବାଚସ୍ପତି

ଭୁବନେଶ୍ବର: ଲୋକସଭା ବାଚସ୍ପତି ଓମ୍ ବିର୍ଲା ୨୯ ଅଗଷ୍ଟ ୨୦୨୫ରେ ଭୁବନେଶ୍ୱରଠାରେ ସଂସଦ ଏବଂ ରାଜ୍ୟ ବିଧାନସଭାର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ଉପରେ ଗଠିତ ସମିତିର ଅଧ୍ୟକ୍ଷମାନଙ୍କ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିବେ। ଏହି ଅବସରରେ ଏକ ସ୍ମରଣୀକାକୁ ମଧ୍ୟ ଉନ୍ମୋଚନ କରିବେ।…

ଘଟଗାଁ ମା ତାରିଣୀ ପୀଠ ବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଗାଁ ମା ତାରିଣୀଙ୍କ ପୀଠର ସମନ୍ୱିତ ବିକାଶ କାର୍ଯ୍ୟ ସମ୍ପର୍କରେ ଆଜି ସମୀକ୍ଷା କରିଛନ୍ତି। ସୂଚନାଯୋଗ୍ୟ ଯେ, ଘଟଗାଁ ମା ତାରିଣୀ ମନ୍ଦିର ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ୫୯ ଏକର ପରିମିତ ଅଞ୍ଚଳରେ କାର୍ଯ୍ୟକାରୀ…

ବିପଦରେ ଅଧା ଭାରତ, ତାଣ୍ଡବ ରଚୁଛି ପ୍ରକୃତି

ନୂଆଦିଲ୍ଲୀ : ଯେତେବେଳେ ପ୍ରକୃତି ତାର କୋପ ଦେଖାଏ, ତାହା ସବୁ ଆକଳନ ଠାରୁ କେଇ ଗୁଣା ଢେର ଅଧିକ ହୋଇଯାଏ । ଏବେ ଅଧା ଭାରତ ପ୍ରକୃତିର କୋପରେ ଘାଇଲା ହେଉଛି । ଯୁଆଡ଼େ ଦେଖିଲେ ବର୍ଷା ଓ ବନ୍ୟା ବିତ୍ପାତ। ଜାମ୍ମୁ କାଶ୍ମୀରରେ ବନ୍ୟାର ଭୟଙ୍କର ରୂପ ଦେଖିବାକୁ ମିଳିଥିବାବେଳେ ହିମାଚଳ…

ଇପ୍ସିତା ସାହୁ ଓ ଚିନ୍ମୟ ସାହୁଙ୍କୁ ବିଜେଡିର ନୂଆ ଦାୟିତ୍ଵ

ଭୁବନେଶ୍ୱର: ବିଜୁ ଜନତା ଦଳ (ବିଜେଡି) ମଙ୍ଗଳବାର ଦିନ ଦଳର ଯୁବ ଏବଂ ଛାତ୍ର ଶାଖାକୁ ସୁଦୃଢ଼ କରିବା ପାଇଁ ନୂତନ ନିଯୁକ୍ତି ଘୋଷଣା କରିଛି। ଇପ୍ସିତା ସାହୁଙ୍କୁ ତୁରନ୍ତ ପ୍ରଭାବରୁ ବିଜୁ ଛାତ୍ର ଜନତା ଦଳ (ବିସିଜେଡି)ର ସଭାପତି ଭାବରେ ନିଯୁକ୍ତ କରାଯାଇଛି। ସେହିପରି ନୂତନ ବିସିଜେଡି ଦଳରେ…