Latest Odisha News

BREAKING NEWS

Salman gets emotional: ଧର୍ମେନ୍ଦ୍ରଙ୍କ ଶେଷ ଫିଲ୍ମ ‘ଇକିସ୍’ର ସ୍କ୍ରିନିଂରେ ଭାବପ୍ରବଣ ହେଲେ ସଲମାନ,…

ମୁମ୍ବାଇ: ବଲିଉଡର ଜଣେ ପ୍ରସିଦ୍ଧ ଅଭିନେତା, ତଥା ହି-ମ୍ୟାନ ଧର୍ମେନ୍ଦ୍ର ଆଉ ଆମ ଗହଣରେ ନାହାନ୍ତି। କିନ୍ତୁ ତାଙ୍କର ଶେଷ ଫିଲ୍ମ 'ଇକିସ୍' ଉପରେ ସମସ୍ତଙ୍କ ନଜର ରହିଛି ଯାହା ଖୁବ୍ ଶୀଘ୍ର ପ୍ରେକ୍ଷାଳୟରେ ଆସିବାକୁ ଯାଉଛି । ଏହି ଫିଲ୍ମଟି ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଗୁରୁତ୍ୱ ବହନ…

ଜାଡରେ ଥରୁଛି ଓଡ଼ିଶା; ୧୫ ବର୍ଷର ରେକର୍ଡ ଭାଙ୍ଗିଲା ଝାରସୁଗୁଡା

ଭୁବନେଶ୍ୱର: ଝାରସୁଗୁଡାରେ ଡିସେମ୍ବର ମାସର ତୃତୀୟ ସବୁଠାରୁ ଶୀତଳ ରାତି ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ଠାରୁ ୫.୧°C କମ୍ ଥିଲା। ମଙ୍ଗଳବାର ସକାଳେ ପାରଦ ୬.୨°C କୁ ଖସିଆସିଥିଲା। ପୂର୍ବରୁ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୬.୫°C ରେକର୍ଡ କରାଯାଇଥିଲା। ଡିସେମ୍ବର ୭, ୨୦୨୧ରେ ୫.୬°C,…

ଭୁବନେଶ୍ବର ବିମାନବନ୍ଦରରୁ ୪ କୋଟି ଟଙ୍କାର ମରିଜୁଆନା ଜବତ

ଭୁବନେଶ୍ୱର: ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର (BPIA)ରେ ମଙ୍ଗଳବାର ଦିନ କଷ୍ଟମ୍ସ ଅଧିକାରୀମାନେ ବ୍ୟାଗେଜ୍ ଯାଞ୍ଚ ସମୟରେ ପ୍ରାୟ ୪ କୋଟି ଟଙ୍କା ମୂଲ୍ୟର ହାଇଡ୍ରୋପୋନିକ୍ ଗଞ୍ଜେଇ ଜବତ କରିଛନ୍ତି। ସୂତ୍ର ଅନୁସାରେ, ଯାତ୍ରୀଙ୍କ ଲଗେଜରେ ଦାମୀ ଚୋରା ଦ୍ରବ୍ୟ ଲୁଚାଇ…

କୋଲକାତାରେ ଅମିତ ଶାହଙ୍କ ରଣହୁଁକାର: ୨୦୨୬ରେ ବେଙ୍ଗଲରେ ବିଜେପି ସରକାର

କୋଲକାତା: ବଙ୍ଗଳା ନିର୍ବାଚନ ପୂର୍ବରୁ କୋଲକାତାରେ ଅମିତ ଶାହଙ୍କ ରଣହୁଁକାର। ୨୦୨୬ରେ ବେଙ୍ଗଲରେ ବିଜେପି ସରକାର ନିଶ୍ଚିତ ବୋଲି କହିଲେ ଗୃହମନ୍ତ୍ରୀ। ଶାହ କହିଛନ୍ତି, ୨୦୨୪ରେ ଓଡ଼ିଶା ଓ ଆନ୍ଧ୍ରରେ ପ୍ରଥମ କରି ସରକାର ଗଠନ କରିଛୁ। ୨୦୨୬ରେ ଦୁଇ ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ସହ ବେଙ୍ଗଲରେ…

Bus Accident: ଘାଟିରୁ ଖସିଲା ଯାତ୍ରୀବାହୀ ବସ୍; ୭ ମୃତ, ୧୨ ଆହତ

ଡେରାଡୁନ: ମଙ୍ଗଳବାର ସକାଳେ ଉତ୍ତରାଖଣ୍ଡର ଆଲମୋଡା ଜିଲ୍ଲାର ସଲ୍ଟ ଭିକିଆସେନ ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭିକିଆସେନ-ବିନାୟକ ରାସ୍ତାରେ ଦ୍ୱାରହାଟରୁ ରାମନଗର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍ ନିୟନ୍ତ୍ରଣ ହରାଇ ଏକ ଗଭୀର  ଖାଇକୁ ଖସି ପଡ଼ିଥିଲା। ଆଲମୋଡା…

Priyanka Gandhi: ଶାଶୂ ହେବେ ପ୍ରିୟଙ୍କା, ବିବାହ କରିବେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପୁଅ ରେହାନ

ନୂଆଦିଲ୍ଲୀ: କଂଗ୍ରେସ ମହାସଚିବ ଏବଂ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଦ୍ୱାରଦେଶରେ ଖୁବ୍‌ଶୀଘ୍ର ବିବାହର ଘଣ୍ଟି ବାଜିବ। ପ୍ରିୟଙ୍କା ଗାନ୍ଧୀ ଏବଂ ଶିଳ୍ପପତି ରବର୍ଟ ଭାଡ୍ରାଙ୍କ ପୁଅ ରେହାନ ଭାଡ୍ରା ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସୂତ୍ର ଅନୁସାରେ ରେହାନ ନିକଟରେ ଅବିଭା…

ମାସିକ ୧୫୦୦ ଟଙ୍କା ପାଇବେ ତୃତୀୟ ଲିଙ୍ଗୀଙ୍କ ଅଭିଭାବକ

ଭୁବନେଶ୍ୱର: ମାସିକ ୧୫୦୦ ଟଙ୍କା ପାଇବେ ତୃତୀୟଲିଙ୍ଗୀ ଶିଶୁଙ୍କ ଅଭିଭାବକ। ‘ସ୍ବୀକୃତି’ ଯୋଜନାରେ ଜାରି ହେଲା ନିର୍ଦ୍ଦେଶାବଳୀ। ତୃତୀୟଲିଙ୍ଗୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା, ସେମାନଙ୍କ ଅଧିକାରର ସୁରକ୍ଷା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ‘ସ୍ବୀକୃତି’ ଯୋଜନା ଆରମ୍ଭ…

Attack on Vladimir Putin ଯୁଦ୍ଧ ବନ୍ଦ ହେବାର ଆଶା ଭାଙ୍ଗିଗଲା: ପୁଟିନଙ୍କ ଉପରେ ଆକ୍ରମଣ, ରାଗିଲେ ଟ୍ରମ୍ପ

ନୂଆଦିଲ୍ଲୀ:ଋଷ-ୟୁକ୍ରେନ ଯୁଦ୍ଧର ନିଆଁ ଆହୁରି ବଢ଼ିପାରେ। ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏବେ ଯୁଦ୍ଧର ନିଆଁକୁ ଲିଭାଇ ପାରିବେ ନାହିଁ। କାରଣ ହେଉଛି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଘର ଉପରେ ଏକ ବଡ଼ ଆକ୍ରମଣ ହୋଇଛି। ମଧ୍ୟରାତ୍ରିରେ, ୯୧ଟି ଡ୍ରୋନ ନୋଭଗୋରଡରେ ପୁଟିନଙ୍କ ବାସଭବନ ଉପରେ…

ଭାଙ୍ଗିଗଲା ସେହ୍ୱାଗଙ୍କ ୧୯ ବର୍ଷ ତଳର ରେକର୍ଡ

ନୂଆଦିଲ୍ଲୀ: ପାକିସ୍ତାନ ଟେଷ୍ଟ ଟିମର ଅଧିନାୟକ ଶାନ ମାସୁଦ ଏକ ବଡ ରେକର୍ଡ ନିଜ ନାମରେ କରିଛନ୍ତି । ପାକିସ୍ତାନ ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ଦ୍ରୁତ ଦ୍ୱିଶତକ ହାସଲ କରିଛନ୍ତି । ମାସୁଦ ୧୭୭ ବଲରେ ଦ୍ୱିଶତକ ପୂରଣ କରିବା ସହ ଭାରତର ବୀରେନ୍ଦ୍ର ସେହ୍ୱାଗଙ୍କ ରେକର୍ଡ ଭଙ୍ଗ କରିଛନ୍ତି ।…

ଫିକା ପଡ଼ିବ ଜିରୋ ନାଇଟ୍‌ ସେଲିବ୍ରେସନ୍: ଅସ୍ଥାୟୀ ମଦ ଲାଇସେନ୍ସ ଖାରଜ

ଭୁବନେଶ୍ୱର: ଫିକା ପଡ଼ିବ ଜିରୋ ନାଇଟ୍ ସେଲିବ୍ରେସନ୍। ଏଥର କଠୋର ହୋଇଛି ଅବକାରୀ ବିଭାଗ। ଜିରୋ ନାଇଟ୍ ପାଇଁ ଅସ୍ଥାୟୀ ମଦ ଲାଇସେନ୍ସ ଆବେଦନକୁ ଖାରଜ କରି ଦେଇଛି ଅବକାରୀ ବିଭାଗ। ଯାହାକୁ ନେଇ ଚିନ୍ତାରେ ପଡିଛନ୍ତି ରାଜ୍ୟର ସମସ୍ତ ଇଭେଣ୍ଟ ଅର୍ଗାନାଇଜର। ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ଗତ…