Latest Odisha News

BREAKING NEWS

ଦେଶରେ ତିଆରି ହେଲା ପ୍ରଥମ ସୁପର ଫାଷ୍ଟ ମାଉଣ୍ଟେଡ୍ ବନ୍ଧୁକ, ମିନିଟରେ ଶତ୍ରୁକୁ କରିବ ଧ୍ୱଂସ

ନୂଆଦିଲ୍ଲୀ: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ ​​କରିବା ପାଇଁ, DRDO ଆଉ ଏକ ପ୍ରମୁଖ ସଫଳତା ହାସଲ କରିଛି । DRDOର ଯାନବାହନ ଗବେଷଣା ଏବଂ ବିକାଶ ପ୍ରତିଷ୍ଠାନ (VRDE) ଏକ ସମ୍ପୂର୍ଣ୍ଣ ସ୍ୱଦେଶୀ ମାଉଣ୍ଟେଡ୍ ଗନ୍ ସିଷ୍ଟମ୍ (MGS) ବିକଶିତ କରିଛି, ଯାହାକୁ ଖୁବ୍ ଶୀଘ୍ର ଭାରତୀୟ ସେନାରେ ସାମିଲ…

ଆତ୍ମସମର୍ପଣ କଲେ ୩ ହାର୍ଡକୋର ମାଓବାଦୀ; ଜଣେ ଦୁର୍ଦ୍ଦାନ୍ତ ମାଓବାଦୀ ନିହତ

କନ୍ଧମାଳ: କନ୍ଧମାଳ ପୋଲିସକୁ ବଡ ସଫଳତା । ସୋମବାର ଦୁଇ ମହିଳା କ୍ୟାଡରଙ୍କ ସମେତ ତିନି ଜଣ ହାର୍ଡକୋର ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । କନ୍ଧମାଳ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନିତି ଶେଖର ।…

ଆଇପିଏଲ ଷ୍ଟାର ଖେଳାଳିଙ୍କ ବିରୋଧରେ ରୁଜୁ ହେଲା ମୋକଦ୍ଦମା

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ସଂସ୍କରଣରେ ଚାମ୍ପିୟନ ହୋଇଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ୟଶ ଦୟାଲ ଏବେ ଅଡୁଆରେ ପଡି ଯାଇଛନ୍ତି । ଏପରି ତାଙ୍କ କ୍ରିକେଟ କ୍ୟାରିୟର ଅସୁବିଧାରେ ପଡିଯାଇଛି । ଗାଜିଆବାଦର ଜଣେ ମହିଳା ତାଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ । ବିବାହ…

ଓଏମସି ପକ୍ଷରୁ ବନମହୋତ୍ସବ ସପ୍ତାହ ୨୦୨୫ ପାଳିତ

ଭୁବନେଶ୍ୱର: ଓଡ଼ିଶା ଖଣି ନିଗମ (ଓଏମସି) ନିଜର ବିଭିନ୍ନ ଖଣି ଅଞ୍ଚଳରେ ବନମହୋତ୍ସବ ସପ୍ତାହ ୨୦୨୫ ପାଳନ କରିଛି। ନୂତନ ଜଙ୍ଗଲ ସୃଷ୍ଟି, ବନୀକରଣ ଓ ପରିବେଶ ସୁରକ୍ଷା ପ୍ରତି ଓଏମସିର ଦୃଢ଼ ପ୍ରତିବଦ୍ଧତା ଅନୁଯାୟୀ, ନିଗମର ବହୁ ସଂଖ୍ୟକ କର୍ମଚାରୀ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ…

ଫୋନରୁ ହ୍ୱାଟସଆପ ଡିଲିଟ କରିଦେଇଛନ୍ତି ପନ୍ତ

ବର୍ମିଂହାମ: ଭାରତର ଷ୍ଟାର ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଚଳିତ ଇଂଲଣ୍ଡ ଗସ୍ତରେ ଭଲ ବ୍ୟାଟିଂ ପ୍ରଦର୍ଶନ ଜାରୀ ରଖିଛନ୍ତି । ଲୀଡ୍ସ ସେ ଉଭୟ ଇନିଂସରେ ସେ ଶତକ ଏବଂ ଏଜବାଷ୍ଟନରେ ଅର୍ଦ୍ଧଶତକ ହାସଲ କରିଥିଲେ । ଆଇପିଏଲର ନୈରାଶ୍ୟଜନକ ପ୍ରଦର୍ଶନ ପରେ ତାଙ୍କୁ ଅନେକ ସମାଲୋଚିତ ହେବାକୁ…

ଆଗାମୀ ଦିନରେ ଭବାନୀପାଟଣାରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କର ଅଭିଯୋଗ ଶୁଣିବେ

ଭୁବନେଶ୍ୱର: ଲୋକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି ଥିଲା ଦ୍ୱାଦଶ ପାଳି । ଆଜି ଭୁବନେଶ୍ୱର ୟୁନିଟ-୨ ଠାରେ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ସମସ୍ୟା ଓ ଦୁଃଖ ଶୁଣିବା ସହିତ ଏହାର ସମାଧାନ ଓ ପ୍ରତିକାର ପାଇଁ ତତକାଳ ପଦକ୍ଷେପ ନେଇଛନ୍ତି । ଆଜି…

ରାଜ୍ୟ ମହିଳା କମିଶନଙ୍କ ଦ୍ୱାରସ୍ଥ ହେଲା ବିଜେଡି

ଭୁବନେଶ୍ୱର: ଆଜି ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ମହିଳା କମିଶନଙ୍କ ପାଖରେ ଅଭିଯୋଗ ଦାଖଲ କରିଛନ୍ତି । ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦିକା ଡ଼ ଲେଖାଶ୍ରୀ ସାମନ୍ତସିଂହାରଙ୍କ ପ୍ରତି ବିଜେପି ବିଧାୟକ ସନ୍ତୋଷ ଖଟୁଆ ଦେଇଥିବା ଅଶାଳୀନ ମନ୍ତବ୍ୟକୁ ନେଇ କମିଶନଙ୍କ ଦ୍ବାରସ୍ଥ…

ନଷ୍ଟ ହୋଇଗଲା ମହାକାଶରେ କବର ପାଇବା ସ୍ୱପ୍ନ

ନୂଆଦିଲ୍ଲୀ: ଜର୍ମାନୀର ଏକ ଷ୍ଟାର୍ଟଅପ କମ୍ପାନୀ ମହାକାଶରେ କବର ଦେବ ବୋଲି ବିଜ୍ଞାପନ ଦେଇଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ଏଥିରେ ୧୬୬ ଜଣ ରାଜି ହୋଇଥିଲେ । ମୃତ୍ୟୁ ପରେ ପରିବାର ସଦସ୍ୟ ସେମାନଙ୍କ ଅସ୍ଥି ଓ ଅନ୍ୟ ଅବଶେଷ କମ୍ପାନୀକୁ ପ୍ରଦାନ କରିଥିଲେ । କମ୍ପାନୀ ଏକ କ୍ୟାପସୁଲ ମଧ୍ୟରେ…

ରହସ୍ୟ ଉପରୁ ହଟିଲା ପରଦା: ଅନୁପମ ପଟ୍ଟନାୟକଙ୍କ ଚଳଚ୍ଚିତ୍ର ‘ମନ୍ତ୍ରମୁଗ୍ଧ’ର ଶୁଭ ମହୁରତ

ଭୁବନେଶ୍ୱର: ଜାତୀୟ ପୁରସ୍କାର ପ୍ରାପ୍ତ ଫିଲ୍ମ ନିର୍ମାତା ଅନୁପମ ପଟ୍ଟନାୟକ ମହୁରତ ପୂଜା ସହିତ ନିଜର ଆଗାମୀ ଚଳଚ୍ଚିତ୍ର 'ମନ୍ତ୍ର ମୁଗ୍ଧ' ସମ୍ପର୍କରେ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ସାଙ୍କେତିକ ଭାବେ ଏମ୍ଏମ୍ ନାମରେ ଏହି ନୂଆ ଚଳଚ୍ଚିତ୍ରଟି ବିଗତ କିଛି ସପ୍ତାହ ମଧ୍ୟରେ ବେଶ୍ ଚହଳ ଓ…

ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ସମ୍ପୂର୍ଣ୍ଣ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ସମ୍ପୂର୍ଣ୍ଣ। ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ଉଭୟ ଭିତର ଓ ବାହାର ରତ୍ନଭଣ୍ଡାର ମରାମତି ଶେଷ ହୋଇଛି। ASI ପ୍ରତ୍ୟକ୍ଷ ତତ୍ତ୍ବାବଧନରେ କାମ ସମ୍ପୂର୍ଣ୍ଣ ହୋଇଛି। ମୋଟ ୯୫ ଦିନ ଧରି ମରାମତି କାମ ହୋଇଛି। ମୋଟ ୩୩୩…