Latest Odisha News

BREAKING NEWS

କେଉଁ ପଟେ ଶୋଇଲେ ଶୀଘ୍ର ଆସେ ନିଦ, ଜାଣନ୍ତୁ ଚମତ୍କାରିତା

ଭୁବନେଶ୍ୱର: ପୂରା ଦିନ କାମ ସାରି ରାତିରେ ବେଡ୍‌ରେ ଶୋଇ ଥକାପଣ ଦୂର କରିବାର ମଜା ଅଲଗା । ସେଥିପାଇଁ ସକାଳ ସମୟରେ ଉଠିବାକୁ ଭଲ ନିଦ୍ରା ଅତ୍ୟନ୍ତ ଜରୁରୀ। ରାତିରେ ୭ରୁ ୮ ଘଣ୍ଟା ଭଲ ଭାବେ ଶୋଇଲେ ମନ ଓ ଶରୀରକୁ ଶାନ୍ତି ମିଳେ। କିନ୍ତୁ ଆପଣ ଜାଣନ୍ତି କି, ଶୋଇବାର ମଧ୍ୟ ଏକ ସଠିକ୍ ଉପାୟ…

ବିଶ୍ୱର ଏହି ସ୍ଥାନରେ ନାହିଁ କୌଣସି ଦେଶର ଅଧିକାର, ଆପଣ ବି ଚାହିଁଲେ ବନାଇ ପାରିବେ ଦେଶ

ନୂଆଦିଲ୍ଲୀ: ପୃଥିବୀରେ ଏପରି ଏକ ସ୍ଥାନ ମଧ୍ୟ ଅଛି ଯାହା ଅଧିକାରିକ ଭାବେ କୌଣସି ଦେଶର ଅଧୀନରେ ନାହିଁ। ସେଠାରେ କୌଣସି ପାସପୋର୍ଟର ଆବଶ୍ୟକତା ନାହିଁ ଏବଂ ଭିସା ମଧ୍ୟ ଲାଗୁ ହୋଇନଥାଏ। ତା’ ସହିତ ଟେକ୍ନିକାଲ୍ ଦୃଷ୍ଟିରୁ ସେଠାରେ କୌଣସି ସରକାରୀ ଆଇନ୍ ପ୍ରଚଳିତ ନୁହେଁ। ଏହି ସ୍ଥାନର ନାମ…

କୋରାପୁଟରେ ୨ନୂଆ ସବଡିଭିଜନ କାର୍ଯ୍ୟାଳୟ କୋଠା ଉଦଘାଟନ କଲା TPSODL

ବ୍ରହ୍ମପୁର:ଗୁଣାତ୍ମକ ତଥା ଉପଭୋକ୍ତା କୈନ୍ଦ୍ରିକ ବିଦ୍ୟୁତ ସେବାକୁ ପ୍ରାଥମିକତା ଦେଇ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍(ଟିପିଏସ୍ଓଡିଏଲ୍) କୋରାପୁଟ ଜିଲ୍ଲାରେ ଦୁଇ ସବଡିଭିଜନ ଅଫିସ ନିମନ୍ତେ ନୂତନ କୋଠା ନିର୍ମାଣ କରିଛି । କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ…

NCERT ଢାଞ୍ଚାରେ ଏସ୍‌ସିଇଆରଟି ହେବ, ୧୦ମ ଯାଏଁ ମାଗଣା ପାଠ୍ୟ ପୁସ୍ତକ ମିଳିବ:ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ମୂଳଭିତ୍ତି ରୂପରେ ଗ୍ରହଣ କରି ଶିକ୍ଷାଦାନ କରିଥାଏ ସରସ୍ବତୀ ଶିଶୁ ମନ୍ଦିର। ଉତ୍ତମ ଶିକ୍ଷା ପରିବେଶ ଓ ଗୁଣାତ୍ମକ ମାନର ଶିକ୍ଷା ପ୍ରଦାନକୁ ଶିଶୁ ମନ୍ଦିର ଶିକ୍ଷରା ପ୍ରଣାଳୀ ସବୁଠୁ ଅଧିକ ଗୁରୁତ୍ବ ଦେଇଥାଏ ବୋଲି କେନ୍ଦୁଝରରେ ବଣିଆପାଟ ସରସ୍ୱତୀ…

ପିକନିକ କରିବାକୁ ଆସି ଦାରିଙ୍ଗବାଡିରେ ପିଟାପିଟି…

ଭୁବନେଶ୍ବର: ଦାରିଙ୍ଗବାଡିର ଦୁଲୁରି ପାଇନ୍ ଜଙ୍ଗଲରେ ବଣଭୋଜି ସମୟରେ ରବିବାର ଦିନ ଗଣ୍ଡଗୋଳ ହୋଇଥିଲା। ନିଶାସକ୍ତ କିଛି ପର୍ଯ୍ୟଟକ କୌଣସି କାରଣବଶତଃ ପରସ୍ପର ସହ ଯୁକ୍ତିତର୍କ କରିଥିଲେ। ସୂତ୍ର ଅନୁଯାୟୀ, ଏହି ବିବାଦ ଖୁବ୍ ଶୀଘ୍ର ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି ସ୍ଥିତିରେ ପହଞ୍ଚିଥିଲା।…

ଗୃହପାଳିତ ପ୍ରାଣୀଙ୍କ ପାଇଁ ସୋଆରେ ଖୋଲିଲା ସ୍ପା ଓ ଗ୍ରୁମିଂ ସେଂଟର

ଭୁବନେଶ୍ୱର: ଘରେ ରହୁଥିବା ପୋଷା ପ୍ରାଣୀଙ୍କ ଉପଯୁକ୍ତ ଯତ୍ନ ଏବଂ ସ୍ୱାସ୍ଥ୍ୟ ପରିଚାଳନା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭେଟେରିନାରୀ ସାଇନ୍‌ସେସ୍ ଆଣ୍ଡ ଆନିମଲ ହଜ୍‌ବ୍ୟାଣ୍ଡରୀ (ଆଇଭିଏସ୍‌ଏଏଚ୍‌)ରେ ଖୋଲିଛି ସ୍ପା ଏବଂ ଗ୍ରୁମିଂ ସେଂଟର। ପ୍ରାଣୀ…

କଚ୍ଛରେ ଭୂମିକମ୍ପ; ସକ୍ରିୟ ହେଲା ୩ ଫଲ୍ଟ ଲାଇନ୍

ନୂଆଦିଲ୍ଲୀ: କଚ୍ଛରେ ଗତ ଶୁକ୍ରବାର ସକାଳେ ୪.୬ ତୀବ୍ରତାର ଭୂମିକମ୍ପ ହୋଇଥିବା ସୂଚନା ମିଳିଛି। ତେବେ ଏହି ଭୂମିକମ୍ପ ବୈଜ୍ଞାନିକମାନଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି। ତେବେ ଏହା ଫଳରେ ତିନୋଟି କମ୍ ସକ୍ରିୟ ଫଲ୍ଟ ରେଖା ସକ୍ରିୟ ହୋଇଥିବା ଜଣାପଡ଼ିଛି। ଯାହାଦ୍ଵାରା କଚ୍ଛରେ ଭୂମିକମ୍ପ…

Pakistan President:’ଭାରତୀୟ ସେନା ଭୟରେ ବଙ୍କରରେ ଲୁଚି ରହିବାକୁ ପରାମର୍ଶ ଦିଆଯାଇଥିଲା,’…

ଇସଲାମାବାଦ: ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣର ଜବାବରେ ମେ ମାସରେ ଭାରତୀୟ ସେନା ଆରମ୍ଭ କରିଥିଲା ଅପରେସନ ସିନ୍ଦୂର। ତେବେ ଅପରେସନ୍ ସିନ୍ଦୂର ସମୟରେ ପାକିସ୍ତାନକୁ ବହୁତ କ୍ଷତି ସହିବାକୁ ପଡିଥିଲ। ପାକିସ୍ତାନୀ ରାଷ୍ଟ୍ରପତି ଆସିଫ୍ ଅଲ୍ଲୀ ଜର୍ଦ୍ଦାରୀ ଏହା ପ୍ରକାଶ…

୧୦୦୦୦ ରନ କ୍ଲବରେ ଭାରତର ସ୍ମୃତି

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମର ଓପନର ବ୍ୟାଟ୍ସମ୍ୟାନ ସ୍ମୃତି ମାନ୍ଧନା ନିଜ ନାମରେ ଆଉ ଏକ କୀର୍ତିମାନ ଯୋଡିଛନ୍ତି । ସେ ଆନ୍ତର୍ଜାତୀୟ କ୍ରିକେଟରେ ୧୦୦୦୦ ରନ ପୂର୍ଣ୍ଣ କରିଛନ୍ତି । ଶ୍ରୀଲଙ୍କା ବିପକ୍ଷ ୪ର୍ଥ ଟି୨୦ ମ୍ୟାଚରେ ସ୍ମୃତି ୨୭ ରନ କରିଥିବା ବେଳେ ଏହି ସଫଳତାର ଫର୍ଦ୍ଦ…

‘ବିକାଶ ରାଜନୀତି କରନ୍ତି ନାହିଁ ରାହୁଲ, ବଙ୍ଗଳା ଏବଂ ତାମିଲନାଡୁରେ ମଧ୍ୟ କଂଗ୍ରେସ ହାରିବା ନିଶ୍ଚିତ’

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କଂଗ୍ରେସ ସାଂସଦ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଉପରେ କଠୋର ଆକ୍ରମଣ କରିଛନ୍ତି। ଗୁଜରାଟର ଏକ କାର୍ଯ୍ୟକ୍ରମରେ ଶାହ କହିଛନ୍ତି ଯେ ରାହୁଲ ଗାନ୍ଧୀ କେବେ ବିକାଶ ରାଜନୀତି କରନ୍ତି ନାହିଁ ଏବଂ ସର୍ବଦା ସେ ସାଧାରଣ ପ୍ରସଙ୍ଗରୁ…