YouTuber Missing: ରିଲ୍ ନିଶା ହେଲା କାଳ: ଡୁଡୁମା ଜଳପ୍ରପାତରେ ଭାସିଗଲେ ୨୨ ବର୍ଷୀୟ ୟୁଟ୍ୟୁବର, ମିଳୁନି ପତ୍ତା….
କୋରାପୁଟ: ରିଲ୍ସ ପାଇଁ ଜୀବନକୁ ଲଗାଇଲେ ବାଜି । ପ୍ରଖର ସ୍ରୋତରେ ଭାସିଗଲେ ୟୁଟ୍ୟୁବର । ବ୍ରହ୍ମପୁରର ଜଣେ ୨୨ ବର୍ଷୀୟ YouTuber ସାଗର ଟୁଡୁ, ଶନିବାର ଦିନ କୋରାପୁଟ ଜିଲ୍ଲାର ଡୁଡୁମା ଜଳପ୍ରପାତ ଭାସିଯାଇଛନ୍ତି । ଏପର୍ଯ୍ୟନ୍ତ ତାଙ୍କର ପତ୍ତା ମିଳୁ ନାହିଁ ।
ମିଳିଥିବା ସୂଚନା…