Latest Odisha News

BREAKING NEWS

ନୀରଜ ଚୋପ୍ରାଙ୍କ ବିବାହ ରିସେପ୍ସନରେ ପ୍ରଧାନମନ୍ତ୍ରୀ ମୋଦି…

ନୂଆଦିଲ୍ଲୀ: ୨୦୨୫ ଆରମ୍ଭରେ ଅର୍ଥାତ୍ ଜାନୁଆରୀ ମାସରେ ନୀରଜ ଚୋପ୍ରା ହିମାନୀ ମୋର ଏକ ବ୍ୟକ୍ତିଗତ ଉତ୍ସବରେ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଦିଲ୍ଲୀର ଦି ଲୀଲା ପ୍ୟାଲେସରେ ଆୟୋଜିତ ବିବାହ ରିସେପ୍ସନରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସୂଚନା ଅନୁଯାୟୀ,…

ପିଓକେରେ ପୁଣି ସକ୍ରିୟ ହଲେ ଆତଙ୍କବାଦୀ, ମହିଳା-ଛୋଟ ପିଲା ସାମିଲ; ଜୈଶ-ଏ-ମହମ୍ମଦ…

ନୂଆଦିଲ୍ଲୀ: ଶତ୍ରୁ ଦେଶ ପାକିସ୍ତାନ ତାର କାର୍ଯ୍ୟକଳାପରୁ ନିବୃତ୍ତ ହେଉନାହିଁ । ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ପୁଣି ଥରେ ତାଲିମ ଶିବିର ସକ୍ରିୟ ହେବାରେ ଲାଗିଛି । ଶୁକ୍ରବାର ଦିନ, ବାହାବଲପୁରରେ ଜୈଶ-ଏ-ମହମ୍ମଦ ଆତଙ୍କବାଦୀଙ୍କ ଏକ ବଡ଼ ଭିଡ଼ ଏକତ୍ରିତ ହୋଇଥିଲା । ଲସ୍କର-ଏ-ତୈବା…

ଜାନୁଆରୀ ୧ ମଧ୍ୟରାତ୍ରରୁ ଶ୍ରୀମନ୍ଦିର ଖୋଲାକୁ ବିରୋଧ, ମହାପ୍ରଭୁଙ୍କୁ ରାତି ଅନିଦ୍ରା ନରଖିବାକୁ ଅନୁରୋଧ

ପୁରୀ: ନୂଆ ବର୍ଷ ଜାନୁଆରୀ ୧ ପାଇଁ ମଧ୍ୟରାତ୍ରରୁ ଶ୍ରୀମନ୍ଦିର ଖୋଲାକୁ ବିରୋଧ। ବିରୋଧ କରି ଗଜପତି ମହାରାଜା, ଆଇନ ମନ୍ତ୍ରୀ, ମୁଖ୍ୟ ପ୍ରଶାସକଙ୍କୁ ଚିଠି। ଚିଠି ଲେଖିଲେ ପରିଚାଳନା କମିଟି ସଦସ୍ୟ ମହେଶ କୁମାର ସାହୁ। ଏହା ଧାର୍ମିକ ତଥା ପରମ୍ପରା ଦୃଷ୍ଟିକୋଣରୁ ଆଦୌ ସମୀଚିନ ନୁହେଁ।…

After 30 years: ୩୦ ବର୍ଷ ପରେ ଗାଁରେ ଜନ୍ମନେଇଛି ଏକ ଶିଶୁକନ୍ୟା, ଗାଁରେ ଖୁସିର ଲହରୀ

ନୂଆଦିଲ୍ଲୀ: ଘରେ ଶିଶୁ ଟିଏ ଜନ୍ମ ହେଲେ ଧୂମଧାମରେ ତା’କୁ ସ୍ବାଗତ କରାଯାଏ । ଚାରିଆଡ଼େ ଖୁସିର ମାହୋଲ ହୋଇଯାଏ । ଏହା ଏକ ସାଧାରଣ କଥା । କିନ୍ତୁ ଆପଣ ଜାଣିଛନ୍ତି କି ବିଶ୍ବରେ ଏପରି ଏକ ଗାଁ ଅଛି ଯେଉଁ ଗାଁରେ ଦିର୍ଘ ୩୦ ବର୍ଷ ପରେ ଏକ ଶିଶୁକନ୍ୟା ଜନ୍ମ ନେଇଛି ଆଉ ପୁରା ଗାଁ କୁନି…

Osman Hadi:’ହାଦିଙ୍କ ହତ୍ୟାରେ ସମ୍ପୃକ୍ତ ଦୁଇ ସନ୍ଦିଗ୍ଧ ବ୍ୟକ୍ତି ଭାରତ ପଳାଇ ଯାଇଛନ୍ତି’,ଢାକା…

ଢାକା: ବାଂଲାଦେଶରେ ଛାତ୍ର ନେତା ଉସମାନ ସରିଫ ହାଦିଙ୍କ ମୃତ୍ୟୁ ପରେ ଉତ୍ତେଜନା ସୃଷ୍ଟି ହୋଇଛି । ହାଦିଙ୍କ ହତ୍ୟାକାରୀଙ୍କୁ ଗିରଫ କରିବା ଦାବିରେ ଦେଶବ୍ୟାପୀ ପ୍ରତିବାଦ କରାଯାଉଛି। ଦ ଡେଲି ଷ୍ଟାର ରିପୋର୍ଟ ଅନୁଯାୟୀ, ଢାକା ମେଟ୍ରୋପଲିଟାନ୍ ପୋଲିସ (ଡିଏମପି) କହିଛି ଯେ ବାଂଲାଦେଶୀ…

ବଙ୍ଗାଳୀ ଶ୍ରମିକ ହତ୍ୟା ମାମଲା: ମମତାଙ୍କ ଅଭିଯୋଗ ଭିତ୍ତିହୀନ କହିଲେ ମନମୋହନ ସାମଲ

ଭୁବନେଶ୍ବର: ସମ୍ବଲପୁରରେ ବଙ୍ଗାଳୀ ଶ୍ରମିକଙ୍କୁ ପିଟିପିଟି ମାରିଦେବା ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ଶାସିତ ରାଜ୍ୟକୁ ଟାର୍ଗେଟ କରିଛନ୍ତି । ଯାହାର ଜବାବ ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି ଯେ, ଓଡ଼ିଶାରେ ହେଉ ଅବା…

Workers Body Found: ମାଟିତଳୁ ମିଳିଲା ଶ୍ରମିକଙ୍କ ମୃତଦେହ, ହତ୍ୟା ସନ୍ଦେହ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଗୁଲାପଡା ଅଞ୍ଚଳରେ ଜଣେ ଶ୍ରମିକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ମୃତ ଶ୍ରମିକ ଜଣକ ହେଲେ ଗୁଲାପଡା ଗାଁର ୩୮ ବର୍ଷୀୟ ପ୍ରକାଶ ମହାନ୍ତି । ଗତ ୧୮ ତାରିଖ ସନ୍ଧ୍ୟାରେ ସେ ଘରୁ କାମ କରିବାକୁ ବାହାରିଥିଲେ। କିନ୍ତୁ ଦୀର୍ଘ ୧୧…

କଂଗ୍ରେସରେ ବହୁତ ସ୍ଲିପର ସେଲ୍‌ ଆକ୍ଟିଭ ଅଛନ୍ତି: ଦିଗ୍‌ବିଜୟଙ୍କ ବୟାନକୁ ନେଇ ସରଗରମ ରାଜନୀତି

ନୂଆଦିଲ୍ଲୀ: ରାଜନୀତିରେ ସମୟ ହିଁ ସବୁକିଛି। ଯେତେବେଳେ ଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରିଣୀ (CWC) ମନରେଗା (MGNREGA)ର ନାମ ପରିବର୍ତ୍ତନ କରି VB-G RAM G କରିବା ବିରୁଦ୍ଧରେ ରଣନୀତି ପ୍ରସ୍ତୁତ କରୁଥିଲା, ମଧ୍ୟପ୍ରଦେଶର ବରିଷ୍ଠ ନେତା ଦିଗବିଜୟ ସିଂହଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟ ଦଳକୁ…

ପାକିସ୍ତାନ କରିପାରିଲାନି, ବଲିଉଡ୍ ଦେଖାଇଲା; “ଧୁରନ୍ଧର”କୁ ପ୍ରଶଂସା କଲେ ରେହମାନ ଡକୈତର ବନ୍ଧୁ…

ମୁମ୍ବାଇ: ଆଦିତ୍ୟ ଧରଙ୍କ ଫିଲ୍ମ "ଧୁରନ୍ଧର" କାଳ୍ପନିକ ହେଲେ ମଧ୍ୟ ସତ୍ୟ ଘଟଣା ଉପରେ ଆଧାରିତ ଅଟେ। ଏହି ସ୍ପାଏ ଥ୍ରୀଲର ଫିଲ୍ମଟି ପାକିସ୍ତାନର କରାଚୀର ଲିଆରିରେ ସୁଟିଂ କରାଯାଇଥିଲା । ଯାହାକି ୨୦୦୦ ଦଶକର ପ୍ରାରମ୍ଭରେ ଏକ କୁଖ୍ୟାତ ଅଞ୍ଚଳ ଭାବରେ ପରିଚିତ ଥିଲା। ତେବେ ଏହି ଫିଲ୍ମ ରେ…

Tiger Jayshree: ନନ୍ଦନକାନନକୁ ନୂଆବର୍ଷ ଭେଟି, ଅପ୍ରାପ୍ତ ବୟସରେ ମା’ହେଲା ବାଘୁଣୀ ‘ଜୟଶ୍ରୀ’

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଏକ ବିରଳ ଘଟଣା ସାମ୍ନାକୁ ଆସିଛି । ଅପ୍ରାପ୍ତବୟସ୍କରେ ବାଘୁଣୀ ‘ଜୟଶ୍ରୀ’ ପୁଣି ମାଆ ହୋଇଛି । ଶନିବାର ୩ଟି ଶାବକ ଜନ୍ମ ଦେଇଛି ‘ଜୟଶ୍ରୀ’ । ସେଥିରୁ ଦୁଇଟି ଶାବକର ମୃତ୍ୟୁ ହୋଇଛି । ହେଲା ଜୀବିତ ଶାବକଟିକୁ ‘ଜୟଶ୍ରୀ’ ଗ୍ରହଣ କରିନାହିଁ । ତେଣୁ…