ମର୍ମନ୍ତୁଦ ସଡକ ଦୁର୍ଘଟଣା : ହାଇୱା ଧକ୍କାରେ ୩ ବାଇକ୍ ଆରୋହୀଙ୍କ ଚାଲିଗଲା ଜୀବନ
ଗଞ୍ଜାମ:ପାଟପୁର ଥାନା ଅନ୍ତର୍ଗତ ଦିଗପହଣ୍ଡି-ଆସ୍କା ମୁଖ୍ୟ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦିଗପହଣ୍ଡି – ଆସ୍କା ୩୨୬ ନଂ.ଜାତୀୟ ରାଜପଥର ମହାନଳା ଗ୍ରାମ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ନିକଟ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବୁଧବାର ରାତି ପ୍ରାୟ ୮ ଟାରେ ଏକ ହାଇୱା ଟ୍ରକ…