Latest Odisha News

BREAKING NEWS

Mahindra BE 6 Batman Editionର ନୂଆ ରେକର୍ଡ; ୧୩୫ ସେକେଣ୍ଡରେ ୯୯୯ ୟୁନିଟ୍ ବିକ୍ରି

ନୂଆଦିଲ୍ଲୀ:ଭାରତୀୟ ଅଟୋମୋବାଇଲ୍ ଶିଳ୍ପରେ ଏକ ନୂତନ ରେକର୍ଡ ସୃଷ୍ଟି ହୋଇଛି। ମହିନ୍ଦ୍ରା କିଛି ଦିନ ତଳେ ନିଜର ସ୍ୱତନ୍ତ୍ର BE 6 ବ୍ୟାଟମ୍ୟାନ୍ ଏଡିସନ୍ (BE 6 Batman Edition )ଇଲେକ୍ଟ୍ରିକ୍ SUV ଲଞ୍ଚ କରିଛି, ଯାହା ଦି ଡାର୍ଟ ନାଇଟ୍ ଟ୍ରିଲୋଜି (The Dark Knight Trilogy) ଦ୍ୱାରା…

‘Airawat’ Rescue Truck: ରାଜ୍ୟରେ ପ୍ରଥମ ଥର ପାଇଁ ଅନୁଗୁଳ ବନଖଣ୍ଡକୁ ଆସିଲା ‘ଐରାବତ’…

ଅନୁଗୁଳ: ରାଜ୍ୟରେ ପ୍ରଥମ ଥର ପାଇଁ ହାତୀ ସ୍ଥାନାନ୍ତରଣ ପାଇଁ ଏକ ସ୍ବତନ୍ତ୍ର ଗାଡିକୁ କାର୍ଯ୍ୟରେ ଲଗାଯାଇଛି । ଅନୁଗୁଳ ଜଙ୍ଗଲ ବିଭାଗକୁ ଆସିଛି ଏକ ସ୍ବତନ୍ତ୍ର ଟ୍ରକ୍‌ ‘ଐରାବତ’ । ଏହାକୁ ଅନୁଗୁଳ ତଥା ରାଜ୍ୟର ଅନ୍ୟ ଜିଲ୍ଲାରେ ହାତୀ ସ୍ଥାନାନ୍ତର ପାଇଁ ବ୍ୟବହାର କରାଯିବ। ଟ୍ରକ୍‌ଟି…

Green Fuel: ବର୍ଜ୍ୟରୁ ପ୍ରସ୍ତୁତ ହେବ ସବୁଜ ଇନ୍ଧନ: ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ବର: ଓଡିଶାରେ ବର୍ଜ୍ୟରୁ ପ୍ରସ୍ତୁତ ହେବ ସବୁଜ ଇନ୍ଧନ । ଏନେଇ ସୂଚନା ଦେଲେ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ଏଥିପାଇଁ ଜମି ଓ ବର୍ଜ୍ୟ ଯୋଗାଇଦେବେ ସରକାର । କମ୍ପାନୀ ତାଙ୍କର ପ୍ଲାଣ୍ଟ୍‌ ତିଆରି କରିବ । ଟ୍ୱିନ୍‌ ସିଟିରେ ପ୍ରାଥମିକ ସ୍ତରରେ…

ଟ୍ରାଫିକ୍ ନିୟମ ଭାଙ୍ଗି ଫସିଲେ ସ୍ପାଇଡରମ୍ୟାନ୍; ୧୫ ହଜାର ଫାଇନ

ରାଉରକେଲା: ରାଉରକେଲାରେ ସ୍ପାଇଡରମ୍ୟାନ୍ ପୋଷାକ ପିନ୍ଧିଥିବା ଜଣେ ବ୍ୟକ୍ତିଙ୍କୁ ଟ୍ରାଫିକ୍ ନିୟମ ଭାଙ୍ଗିବା ଅଭିଯୋଗରେ ଜରିମାନା କରାଯାଇଛି। ନିକଟରେ ସେ ବିନା ହେଲମେଟରେ ଦ୍ରୁତ ଗତିରେ ଗାଡ଼ି ଚଲାଉଥିବା ଏବଂ ଉଚ୍ଚ ଶବ୍ଦଯୁକ୍ତ ସାଇଲେନ୍ସର ବ୍ୟବହାର କରୁଥିଲେ। ଯାହା ପରେ ଅନ୍ୟମାନେ…

Mla Kc Virendra Arrested: ବିଧାୟକ କେସି ବୀରେନ୍ଦ୍ର ପପ୍ପିଙ୍କୁ ଗିରଫ କଲା ଇଡି; ୧୨ କୋଟି ନଗଦ, ୬ କୋଟି ଅଳଙ୍କାର…

ବେଙ୍ଗାଲୁରୁ: ଅଗଷ୍ଟ ୨୨ ଏବଂ ୨୩ ତାରିଖରେ ଦେଶବ୍ୟାପୀ ହୋଇଥିବା ଏକ ବଡ଼ ଅଭିଯାନରେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବେଆଇନ ବେଟିଂ ଏବଂ ଅନଲାଇନ୍ ଗେମିଂ ରାକେଟର ପର୍ଦ୍ଦାଫାସ କରିଛି । ଏହି ମାମଲାରେ, ଇଡି କର୍ଣ୍ଣାଟକର ଚିତ୍ରଦୁର୍ଗ ବିଧାୟକ କେସି ବୀରେନ୍ଦ୍ର ପପ୍ପିଙ୍କୁ ସିକିମରୁ ଗିରଫ…

Air Defence Weapon: ଶତ୍ରୁଙ୍କୁ ଶକ୍ତି ଦେଖାଉଛି ଭାରତ, ଓଡିଶା ଉପକୂଳରେ IADWSର ପ୍ରଥମ ପରୀକ୍ଷଣ ସଫଳ, ଧ୍ବଂସ…

ଭୁବନେଶ୍ବର: ଭାରତୀୟ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ଏକ ସ୍ୱଦେଶୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ ବିକଶିତ କରିଛି। DRDO, ଗତକାଲି ଅର୍ଥାତ୍ ୨୩ ଅଗଷ୍ଟ, ଦିନ ପ୍ରାୟ ୧୨:୩୦ ସମୟରେ ଓଡ଼ିଶା ଉପକୂଳରେ ସମନ୍ୱିତ ବାୟୁ ପ୍ରତିରକ୍ଷା ଅସ୍ତ୍ର ପ୍ରଣାଳୀ (IADWS) ର ପ୍ରଥମ ପରୀକ୍ଷଣ…

ମହାନଦୀକୁ ଡେଇଁପଡ଼ିଥିଲେ ନବମ ଶ୍ରେଣୀ ଛାତ୍ରୀ, ଅଳ୍ପକେ ବର୍ତ୍ତିଲେ

ସମ୍ବଲପୁର: ସମ୍ବଲପୁରର ଚୌରାପୁର ସେତୁ ନିକଟରୁ ରବିବାର ପ୍ରତ୍ୟୁଷରେ ମହାନଦୀକୁ ଡେଇଁପଡ଼ିଥିଲେ ନବମ ଶ୍ରେଣୀ ଛାତ୍ରୀ। ଏହାର କିଛି ଘଣ୍ଟା ପରେ ଅଗ୍ନିଶମ କର୍ମଚାରୀ ମାନେ ତାଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ଅରିତା ବିସି ନାମକ ଏହି ଯୁବତୀଙ୍କୁ ଗୋବିନ୍ଦତୋଲା ସେତୁ ନିକଟରେ ପ୍ରାୟ ୨…

Hirakud Dam: ହୀରାକୁଦର ଆଉ ୪ ଗେଟ୍‌ ଖୋଲିଲା; ୧୨ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

ସମ୍ୱଲପୁର: ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍‌ ଖୋଲିଲା । ଏବେ ୧୨ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢୁଛି ଡ୍ୟାମ୍ ଜଳସ୍ତର । ପ୍ରଥମେ ଶନିବାର ୮ଟି ସ୍ଲୁଇସ୍‌ ଗେଟ୍‌ ଜରିଆରେ ଅତିରିକ୍ତ ବନ୍ୟାଜଳ ନିଷ୍କାସନ କରାଯାଉଥିବାବେଳେ ରବିବାର…

Cheteshwar Pujara: କ୍ରିକେଟର ସବୁ ଫର୍ମାଟରୁ ସନ୍ନ୍ୟାସ ନେଲେ ଚେତେଶ୍ୱର ପୂଜାରା, କହିଲେ କିଛି ଏମିତି….

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଷ୍ଟାର ବ୍ୟାଟସମ୍ୟାନ୍ ଚେତେଶ୍ୱର ପୂଜାରା ସମସ୍ତ ଫର୍ମାଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ବହୁତ ଦିନ ଧରି ଭାରତୀୟ ଟେଷ୍ଟ ଦଳରୁ ବାହାରେ ଥିଲେ। ଏବେ ସେ ତାଙ୍କର ସ୍ୱର୍ଣ୍ଣିମ କ୍ୟାରିୟରକୁ ବିଦାୟ ଦେଇଛନ୍ତି। ଭାରତୀୟ ଦଳରେ ତାଙ୍କ ସ୍ଥାନରେ ଅନେକ…

Road Accident: ଅଜଣା ଗାଡି ଧକ୍କାରେ ଏଏସଆଇଙ୍କ ମୃତ୍ୟୁ

କାମାକ୍ଷାନଗର: ଅନୁଗୁଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ କାନପୁରା ପଞ୍ଚାୟତର ଭାଲୁମୁଣ୍ଡାଠାରେ ଅଜଣା ଗାଡ଼ି ଧକ୍କାରେ ପୋଲିସ୍ ସହକାରୀ ଆରକ୍ଷୀ ନିରୀକ୍ଷକ (ଏଏସଆଇ)ଙ୍କର ମୃତ୍ୟୁ ହୋଇଛି । ମୃତ ଏଏସଆଇ ମାନସ ସିଂଙ୍କ ଘର କଙ୍କଡ଼ାହାଡ଼ ଥାନା ପାଟବେଡ଼ା ଗାଁରେ । ସେ ଅନୁଗୁଳ ପୋଲିସରେ…