Salman khan’s upcoming film:ଜନ୍ମଦିନରେ ଭାଇଜାନଙ୍କ ସରପ୍ରାଇଜ୍, ‘ବ୍ୟାଟେଲ ଅଫ୍ ଗାଲୱାନ୍’ର…
ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ ଖାନ ଜନ୍ମଦିନରେ ତାଙ୍କ ପ୍ରଶଂସକମାନଙ୍କୁ ଏକ ସରପ୍ରାଇଜ୍ ଦେଇଛନ୍ତି ଯାହା ସୋସିଆଲ ମିଡିଆରୁ ଫିଲ୍ମ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ହଇଚଇ ସୃଷ୍ଟି କରିଛି। ସଲମାନ ଖାନଙ୍କ ଆଗାମୀ ଫିଲ୍ମ 'ବ୍ୟାଟଲ ଅଫ୍ ଗାଲୱାନ୍'ର ଟିଜର ଆଜି ତାଙ୍କ ଜନ୍ମଦିନରେ ରିଲିଜ୍ ହୋଇଛି।…