Latest Odisha News

BREAKING NEWS

Jaishankar Target To America: ଆମେରିକାକୁ କଡା ଜବାବ ଦେଲେ ବୈଦେଶିକ ମନ୍ତ୍ରୀ; ‘ପସନ୍ଦ ନଥିଲେ ଆମ ଜିନିଷ…

ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଓ ରୁଷିଆ ତେଲ କ୍ରୟକୁ ନେଇ ଉତ୍ତେଜନା ମଧ୍ୟରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆମେରିକା ଉପରେ ବର୍ଷିଛନ୍ତି । ଇକୋନୋମିକ୍ ଟାଇମ୍ସ ୱାର୍ଲ୍ଡ ଲିଡର୍ସ ଫୋରମ୍ ୨୦୨୫ରେ ଯୋଗ ଦେଇ କହିଛନ୍ତି ଯେ, ପସନ୍ଦ ନଥିଲେ ଆମ ଜିନିଷ କିଣ ନାହିଁ…

Fire service department: ଡିସେମ୍ବର ସୁଦ୍ଧା ପୂରଣ ହେବ ଅଗ୍ନିଶମ ବିଭାଗରେ ଖାଲିଥିବା ୩୦୦ ପଦବୀ

ଭୁବନେଶ୍ବର:ବିପଦରେ ପଡ଼ିଥିବା ଲୋକଙ୍କ ପାଇଁ ସରକାରଙ୍କ ପକ୍ଷରୁ ସହାୟତା ଦେବା ପାଇଁ ପ୍ରଥମେ ପହଞ୍ଚିଥାନ୍ତି ଆମ ଅଗ୍ନିଯୋଦ୍ଧାମାନେ । ସେମାନେ ହେଉଛନ୍ତି ପ୍ରଥମ ରେସ୍ପଣ୍ଡର । ବିପନ୍ନ ଲୋକଙ୍କ ପାଖରେ ସେମାନେ ସରକାରଙ୍କ ଚେହେରା ବୋଲି ଆଜି ଭୁବନେଶ୍ବର ବରମୁଣ୍ଡା ଅଗ୍ନିଶମ ପ୍ରଶିକ୍ଷଣ…

Ganesh Chaturthi 2025: ଗଣେଶ ପୂଜାରେ ନିଜ ରାଶି ଅନୁସାରେ କରନ୍ତୁ ପୂଜା

ନୂଆଦିଲ୍ଲୀ: ଗଣେଶ ଚତୁର୍ଥୀ ପ୍ରତିବର୍ଷ ଭାଦ୍ରପଦ ମାସର ଶୁକ୍ଳ ପକ୍ଷର ଚତୁର୍ଥୀ ତିଥିରେ ପାଳନ କରାଯାଏ ଏବଂ ଏହା ଅନନ୍ତ ଚତୁର୍ଦଶୀ ପର୍ଯ୍ୟନ୍ତ ଚାଲିଥାଏ। ଏହି ବର୍ଷ ୧୦ ଦିନିଆ ଗଣେଶୋତ୍ସବ ୨୭ ଅଗଷ୍ଟ ୨୦୨୫ରୁ ଆରମ୍ଭ ହେବ ଏବଂ ୬ ସେପ୍ଟେମ୍ବରରେ ଗଣେଶଙ୍କ ବିସର୍ଜନ ସହ ଏହାର ସମାପନ ହେବ।…

ଅବସର ଆଲୋଚନା ମଧ୍ୟରେ ଲର୍ଡସରେ ଅଭ୍ୟାସ ଆରମ୍ଭ କଲେ କୋହଲି

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଅବସର ନେଇଯିବେ ବୋଲି ଖବରମାନ ପ୍ରକାଶ ପାଇଥିଲା । ତେବେ ଏହି ଖବର ଧୀରେ ଧୀରେ ମିଥ୍ୟା ପ୍ରମାଣିତ ହେବାରେ ଲାଗିଛି । ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପାଇଁ ବିରାଟ କୋହଲି ପ୍ରସ୍ତୁତି ଆରମ୍ଭ କରିଛନ୍ତିି । ସେ ଲର୍ଡସରେ…

ରେଲୁୱେ ଟ୍ରାକରେ ଚାଲୁଥିଲା ହାତୀ… ହଠାତ୍ ଆସିଗଲା ଟ୍ରେନ, ତାପରେ ଯାହା ହେଲା ସମସ୍ତେ ତାଜୁବ

ନୂଆଦିଲ୍ଲୀ: ଉତ୍ତର ବଙ୍ଗରେ ରେଳପଥ ଉପରେ ଏକ ହୃଦୟବିଦାରକ ମୁହୂର୍ତ୍ତ ଏକ ହୃଦୟସ୍ପର୍ଶୀ ଘଟଣାରେ ପରିଣତ ହେଲା ଯେତେବେଳେ ଏକ ହାତୀକୁ ଜଙ୍ଗଲକୁ ସୁରକ୍ଷିତ ଭାବେ ପହଞ୍ଚାଇବା ପାଇଁ ଟ୍ରେନକୁ ରୋକାଗଲା। ଭାରତୀୟ ବନ ସେବା (IFS) ଅଧିକାରୀ ପରବୀଣ କାସୱାନ ଏହି ମୁହୂର୍ତ୍ତର ଏକ ଭିଡିଓ ସେୟାର…

ଆଧାର, ପାସପୋର୍ଟ ଓ ପାନ କାର୍ଡ ନଥିଲେ ବି କେମିତି ନିଜକୁ ସାବ୍ୟସ୍ତ କରାଇବେ ନାଗରିକ ବୋଲି? ଜାଣନ୍ତୁ ଏହି ନିୟମ

ନୂଆଦିଲ୍ଲୀ: ପ୍ରାୟତଃ ଆମେ ମନେ କରୁ ଯେ ଯଦି କାହା ପାଖରେ ଆଧାର କାର୍ଡ, ପାସପୋର୍ଟ କିମ୍ବା ପାନ କାର୍ଡ ନାହିଁ, ତେବେ ତାଙ୍କର ପରିଚୟ ଓ ନାଗରିକତା ସାବ୍ୟସ୍ତ କରିବା କଷ୍ଟକର ହେବ। କିନ୍ତୁ ସତ୍ୟତା ହେଉଛି, ଭାରତୀୟ ନାଗରିକତା କେବଳ ଏହି ତିନୋଟି ଦଲିଲ ଉପରେ ନିର୍ଭର କରେ ନାହିଁ। ଏହା ପଛରେ…

ବୈଜ୍ଞାନିକଙ୍କ ଚମତ୍କାରିତା: ଏବେ ଏହି ଡିଭାଇସରେ ୧୦ ଗୁଣା ସ୍ପିଡ୍‌ ଚାଲିବ ଇଣ୍ଟରନେଟ

ନୂଆଦିଲ୍ଲୀ: ବୈଜ୍ଞାନିକମାନେ ଏକ ଚମତ୍କାର ଲେଜର ଆମ୍ପ୍ଲିଫାୟାର ତିଆରି କରିଛନ୍ତି, ଯାହା ବର୍ତ୍ତମାନର ପ୍ରଯୁକ୍ତିବିଦ୍ୟାଠାରୁ ୧୦ ଗୁଣ ଅଧିକ ତୀବ୍ରତାରେ ଡାଟା ପ୍ରେରଣ କରିପାରେ। ଏହି ଆବିଷ୍କାର ଭବିଷ୍ୟତରେ କେବଳ ଇଣ୍ଟରନେଟର ଗତିକୁ ଆକାଶଛୁଆଁ କରିବ ନାହିଁ, ବରଂ ଚିକିତ୍ସା ଓ ବୈଜ୍ଞାନିକ…

୨୦୨୭ ଦିନିକିଆ ବିଶ୍ୱକପ କ୍ରିକେଟ: ଘୋଷଣା ହେଲା ଭେନ୍ୟୁ

ନୂଆଦିଲ୍ଲୀ: ୨୦୨୭ ଆଇସିସି ଦିନିକିଆ ବିଶ୍ୱକପ ପାଇଁ ଶନିବାର କ୍ରିକେଟ ଦକ୍ଷିଣ ଆଫ୍ରିକା ଭେନ୍ୟୁ ଘୋଷଣା କରିଛି । ଏହି ବିଶ୍ୱକପ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମ୍ବିଆ ମିଳିତ ଭାବେ ଆୟୋଜନ କରୁଛନ୍ତି । ୩ ଦେଶରେ ଓଭରାଲ ୫୪ ମ୍ୟାଚ ଖେଳାଯିବ । ଦକ୍ଷିଣ ଆଫ୍ରିକା ଓ ଜିମ୍ବାୱେ ଦ୍ୱିତୀୟ ଥର…

Heat And Run Case: ହିଟ୍‌ ଆଣ୍ଡ ରନ୍‌ ମାମଲା: ଦିଲ୍ଲୀରୁ ଗିରଫ ‌ହେଲେ ଦୁଇ ଯୁବକ

ଭୁବନେଶ୍ବର: ବହୁଚର୍ଚ୍ଚିତ ପାତ୍ରପଡ଼ା ହିଟ୍‌ ଆଣ୍ଡ ରନ୍‌ ମାମଲା । ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ସୋହମ ରାଜ ତ୍ରିପାଠୀ ଓ ରୋହନ ରଞ୍ଜନ ରାଉତ । ଦିଲ୍ଲୀରୁ ଗିରଫ ‌ହେଲେ ଉଭୟ ଯୁବକ । ଏହି ଦୁର୍ଘଟଣା ପରେ ମା’ ଓ ଝିଅଙ୍କୁ ଉଦ୍ଧାର…

ସୁଟରରୁ ଅଫିସର ଯାଏ, ଜାଣନ୍ତୁ CEC ଜ୍ଞାନେଶ କୁମାରଙ୍କ ଝିଅ IAS ମେଧାରୁପମଙ୍କ କାହାଣୀ

ନୂଆଦିଲ୍ଲୀ: ନୋଏଡାର ପ୍ରଥମ ମହିଳା ଜିଲ୍ଲାପାଳ (ଡିଏମ୍) ହେବାର ଗୌରବ ଅର୍ଜନ କରିଥିବା ମେଧା ରୂପମ ଏବେ ଚର୍ଚ୍ଚାରେ। ତାଙ୍କ କାହାଣୀ କେବଳ ଜଣେ ଅଫିସର ହେବାର ନୁହେଁ, ବରଂ କଠିନ ପରିଶ୍ରମ, ଅନୁଶାସନ ଓ ସାହସର ଏକ ଜୀବନ୍ତ ଉଦାହରଣ। ଏହା ସହିତ ସୋସିଆଲ ମିଡିଆରେ ମୁଖ୍ୟ ନିର୍ବାଚନ ଆୟୁକ୍ତ…