Latest Odisha News

BREAKING NEWS

Arijit Singh First Independent Song: ପ୍ଲେବ୍ୟାକ୍ ଛାଡି ଏକ ନୂଆ ଯାତ୍ରାରେ ଅରିଜିତ ସିଂହ, ପ୍ରଶଂସକକୁ ଦେଲେ…

ମୁମ୍ବାଇ: ବଲିଉଡର ସବୁଠାରୁ ଲୋକପ୍ରିୟ ଏବଂ ଆତ୍ମାଭିମାନୀ ଗାୟକ ଅରିଜିତ ସିଂହ ତାଙ୍କ ସଙ୍ଗୀତ ଯାତ୍ରାରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛନ୍ତି। ନିକଟରେ, ବଲିଉଡ୍ ପ୍ଲେବ୍ୟାକ୍ ଗାୟନରୁ ଅବସର ନେବା ପରେ, ସେ ତାଙ୍କର ପ୍ରଥମ ସ୍ୱାଧୀନ ଗୀତ "ରୈନା" ରିଲିଜ୍ କରିଛନ୍ତି, ଯାହା ପ୍ରଶଂସକମାନଙ୍କୁ…

Air India Cancels International Flights: ମଧ୍ୟପ୍ରାଚ୍ୟ ଉତ୍ତେଜନା: ଆମେରିକା, ଲଣ୍ଡନ-ପ୍ୟାରିସ ବିମାନକୁ ବାତିଲ…

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଇରାନୀ ଘାଟି ବିରୁଦ୍ଧରେ ଇସ୍ରାଏଲ ଏବଂ ଆମେରିକାର ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ପରେ ଦ୍ରୁତ ପରିବର୍ତ୍ତନଶୀଳ ସୁରକ୍ଷା ପରିସ୍ଥିତି ଯୋଗୁଁ, ଏୟାର ଇଣ୍ଡିଆ ମାର୍ଚ୍ଚ ୧ ପାଇଁ ନିର୍ଦ୍ଧାରିତ ଏହାର ଅନେକ ଦୀର୍ଘ-ଦୂରତା ଅନ୍ତର୍ଜାତୀୟ ବିମାନକୁ ବାତିଲ କରିଛି।…

Gold Silver Prices: ମଧ୍ୟପ୍ରାଚ୍ୟରେ ଅଶାନ୍ତି ଭିତରେ ବଢିଲା ସୁନା ରୂପା ଦର… ଜାଣନ୍ତୁ ଆପଣଙ୍କ ସହରରେ…

ନୂଆଦିଲ୍ଲୀ: ଭାରତରେ ସୁନା ମୂଲ୍ୟ ପୁଣି ଥରେ ନିବେଶକ ଏବଂ କ୍ରେତାଙ୍କ ହୃଦୟ ସ୍ପନ୍ଦନ ବୃଦ୍ଧି କରିଛି। ୧ ମାର୍ଚ୍ଚ, ୨୦୨୬ ରେ, ଦେଶରେ ସୁନା ମୂଲ୍ୟ ସେମାନଙ୍କର ରେକର୍ଡ ସର୍ବାଧିକ ନିକଟତର ହୋଇଛି। ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଏବେ ସାଧାରଣ ଲୋକଙ୍କ ପକେଟ ଉପରେ ସିଧାସଳଖ…

Ayatollah Ali Khamenei Dead: କିପରି ଖାମେନେଇଙ୍କୁ ହତ୍ୟା କଲେ ଆମେରିକା ଏବଂ ଇସ୍ରାଏଲ? ଏମିତି ଥିଲା ପୁରା…

ନୂଆଦିଲ୍ଲୀ: ଇରାନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ମୃତ୍ୟୁ ନିଶ୍ଚିତ କରିଛି। ସରକାରୀ ପ୍ରେସ୍ ଟିଭି ଅନୁଯାୟୀ, ଖାମେନେଇ ଆମେରିକା ଏବଂ ଇସ୍ରାଏଲୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ଆମେରିକୀୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଖାମେନେଇ ସୁରକ୍ଷା ପରିଷଦ ପରାମର୍ଶଦାତା ଅଲି…

‘Peace Be Upon Him’: ଖାମେନେଇଙ୍କ ମୃତ୍ୟୁ ଖବର ପରେ ଭାଇରାଲ ହେଉଛି ଇରାନ ନେତାଙ୍କ ଖଣ୍ଡା ଧରା…

ନୂଆଦିଲ୍ଲୀ: ଇସ୍ରାଏଲ ଇରାନର ସର୍ବୋଚ୍ଚ ନେତା ଅଲି ଖାମେନେଇଙ୍କ ମୃତ୍ୟୁ ଦାବି କରିଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ନିଜେ ଖାମେନେଇଙ୍କ ମୃତ୍ୟୁ ଦାବି କରିଛନ୍ତି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏହି ଆକ୍ରମଣରେ ଖାମେନେଇଙ୍କ ମୃତ୍ୟୁ ହୋଇଥିବା ଦାବି…

Khamenei killed in US-Israel strikes: ମଧ୍ୟପ୍ରାଚ୍ୟରୁ ବଡ଼ ଖବର…ଇରାନ ସର୍ବୋଚ୍ଚ ନେତା ଖାମେନେଇଙ୍କ…

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରୁ ବଡ଼ ଖବର। ଆଉ ନାହାଁନ୍ତି ଇରାନର ସର୍ବୋଚ୍ଚ ନେତା ଆୟତୁଲ୍ଳା ଅଲ୍ଲୀ ଖାମେନେଇ। ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ଦାବି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଇରାନର ସର୍ବୋଚ୍ଚ ନେତା ଖାମେନେଇଙ୍କ…

ଘରେ ପଶି ବୃଦ୍ଧାଙ୍କୁ ହତ୍ୟା;ଆତ୍ମସମର୍ପଣ କଲା ହତ୍ୟାକାରୀ

ମୟୁରଭଞ୍ଜ: ବହଳଦା ଥାନା କୁମ୍ଭୀରଦା ଗାଁରେ ଜଣେ ଅବିବାହିତା ବୃଦ୍ଧାଙ୍କୁ ଗୁଣି ଗାରେଡି ସନ୍ଦେହରେ ବିଭତ୍ସ ହତ୍ୟା କରାଯାଇଛି। ଥାନାରେ ଆତ୍ମସମର୍ପଣ କଲା ହତ୍ୟାକାରୀ । ମୃତକ ବୃଦ୍ଧା ଜଣକ ହେଲେ ଜବା ଟୁଡୁ । ସୂଚନାଥାଉକି, ଜବା ଟୁଡୁ ଗୁଣି ଗାରେଡି କରି ତାଙ୍କ ପରିବାରରେ ଅଶାନ୍ତି…

Indravati reservoir: ଇନ୍ଦ୍ରାବତୀ ଜଳଭଣ୍ଡାରରେ ବୁଡିଗଲା ଡଙ୍ଗା;ଜଣେ ନିଖୋଜ,ସର୍ଚ୍ଚ ଅପରେସନ ଜାରି

କଳାହାଣ୍ଡି: ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ମାଛ ଧରିବାକୁ ଯାଇଥିବା ବେଳେ ଭାରସାମ୍ୟ ହରାଇ ଏକ ଦେଶୀ ଡଙ୍ଗା ଓଲଟି ପଡ଼ିଥିଲା । ଜଣେ ବ୍ୟକ୍ତି ନିଖୋଜ ରହିଥିବାବେଳେ ଅନ୍ୟ ଦୁଇଜଣ ସୌଭାଗ୍ୟବଶତଃ ପହଁରି ପହଁରି କୂଳକୁ…

Maoist dump: ମାଓ ଡମ୍ପ ଉଦ୍ଧାର… ମାଟି ତଳେ ପୋତିଥିଲେ ୪୬ ଲକ୍ଷରୁ ଅଧିକ ଟଙ୍କା ଓ ଅସ୍ତ୍ରଶସ୍ତ୍ର

ରାୟପୁର: ଶନିବାର ଦିନ ନକ୍ସଲ ବିରୋଧୀ ଅଭିଯାନ ସମୟରେ ଯବାନମାନଙ୍କୁ ଏକ ବଡ଼ ସଫଳତା ମିଳିଛି । ଏକ ସର୍ଚ୍ଚ ଅପରେସନ ସମୟରେ, ସେମାନେ ଜଙ୍ଗଲରେ ମାଓବାଦୀମାନଙ୍କ ଦ୍ୱାରା ଲୁଚାଇ ରଖାଯାଇଥିବା ଟଙ୍କାର ଏକ ଭଣ୍ଡାର ଠାବ କରିଛନ୍ତି। ଯେତେବେଳେ ଯବାନମାନେ ବଡ ଗୋବରାର ଘନ ଜଙ୍ଗଲରେ ପହଞ୍ଚିଲେ,…

Israel-Iran Conflict: ଦୁବାଇରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣ; ବୁର୍ଜ ଖଲିଫା କରାଗଲା ଖାଲି …ବିମାନବନ୍ଦର…

ନୂଆଦିଲ୍ଲୀ: ଆମେରିକା ଏବଂ ଇସ୍ରାଏଲ ମିଳିତ ଭାବରେ ଇରାନ ଉପରେ ଆକ୍ରମଣ କରିଛନ୍ତି। ପ୍ରତିଶୋଧ ସ୍ୱରୂପ, ଇରାନ ବିଭିନ୍ନ ଦେଶରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ ଆକ୍ରମଣ କରିଛି। ଏହି ସମୟରେ, ଶନିବାର ଦୁବାଇରେ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି, ଯାହା ଫଳରେ ବୁର୍ଜ ଖଲିଫା…