Latest Odisha News

BREAKING NEWS

ମୁଣ୍ଡ ଟେକିଲାଣି ଅଲ-କାଏଦା, ଭାରତ ପାଇଁ କେତେ ବିପଦ?

ନୂଆଦିଲ୍ଲୀ: ପଶ୍ଚିମ ଆଫ୍ରିକାର ଏକ ମରୁଭୂମି ଦେଶ ମାଲିର ଧୂଳିପୂର୍ଣ୍ଣ ରାସ୍ତାରେ ବର୍ତ୍ତମାନ ଚାଞ୍ଚଲ୍ୟ ଖେଳିଯାଇଛି । ଅଲ-କାଏଦା ଆତଙ୍କବାଦୀମାନେ ଏକ ସିମେଣ୍ଟ କାରଖାନାରୁ ତିନି ଜଣ ଭାରତୀୟ ଶ୍ରମିକଙ୍କୁ ଅପହରଣ କରିନେଇଛନ୍ତି । ଆଉ ତାଙ୍କ ଭିତରେ ଜଣେ ଓଡିଆ ଯୁବକ ଥିବା ସୂଚନା ରହିଛି ।…

Instagramରେ କେତେ ଲାଇକ୍ ଓ ଫୋଲର୍ସରେ ମଳିଥାଏ ଟଙ୍କା ? ଜାଣନ୍ତୁ କେମିତି ହୋଇଥାଏ ମୋନିଟାଇଜେସନ

ଭୁବନେଶ୍ୱର: ଆଜିର ଡିଜିଟାଲ ଯୁଗରେ ଇନଷ୍ଟାଗ୍ରାମ କେବଳ ଫୋଟୋ ଓ ଭିଡିଓ ସେୟାର କରିବାର ପ୍ଲାଟଫର୍ମ ନୁହେଁ, ବରଂ ଏହା ଏକ ବଡ଼ ଆୟର ମାଧ୍ୟମ ହୋଇ ସାମ୍ନାକୁ ଆସିଛି। ଲକ୍ଷ ଲକ୍ଷ ଉପଭୋକ୍ତା ଏହି ସୋସିଆଲ ମିଡିଆ ଆପ୍‌ ଜରିଆରେ କେବଳ ପରିଚୟ ହାସଲ କରୁନାହାନ୍ତି, ବରଂ ଭଲ ରୋଜଗାର ମଧ୍ୟ କରୁଛନ୍ତି।…

ଭୂମିକମ୍ପରେ ଥରିଲା ଜାପାନ; ତୀବ୍ରତା ୫.୪

ଟୋକିଓ: ଜାପାନର ଟାଟସୁଗୋରେ ଶନିବାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୪ ଥିବାବେଳେ ଏହା କେନ୍ଦ୍ରସ୍ଥଳର ଭୂମି ଭିତରେ ୧୦ କିଲୋମିଟର ଗଭୀର ଥିଲା। କିଛି ଦିନ ତଳେ ଆମାମି କାଗୋସିମାରେ ମଧ୍ୟ ୫.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଏସୀୟ…

ବାଣପୁରର ଷଷ୍ଠ ଶତାବ୍ଦୀର ସ୍ଵପ୍ନେଶ୍ଵର ମହାଦେବ ମନ୍ଦିରକୁ ଏଏସଆଇ ପକ୍ଷରୁ ସଂରକ୍ଷିତ ସ୍ମାରକୀ ଘୋଷଣା

ଭୁବନେଶ୍ୱର: ବାଣପୁର ବ୍ଲକର ନୀଳାଦ୍ରିପ୍ରସାଦ ପଞ୍ଚାୟତର ପୁଞ୍ଜିଆମା ଗ୍ରାମରେ ଥିବା ଷଷ୍ଠ ଶତାବ୍ଦୀର ସ୍ଵପ୍ନେଶ୍ଵର ମହାଦେବ ମନ୍ଦିରକୁ ଏଏସଆଇ ପକ୍ଷରୁ ସଂରକ୍ଷିତ ସ୍ମାରକୀ ଭାବେ ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ଶୈଳୋଭବଙ୍କ ସାମ୍ରାଜ୍ୟ ଅର୍ଥାତ ଷଷ୍ଠ ଶତାବ୍ଦୀ ସମୟରେ ବର୍ତ୍ତମାନର…

ଭାରତର ପ୍ରଥମ ସୋଲାର ସ୍ମାର୍ଟ ବସ୍ ଷ୍ଟେସନ, ବିନା ବିଦ୍ୟୁତରେ ଚାଲୁଛି ସବୁ କିିଛି

ନୂଆଦିଲ୍ଲୀ: ଗତ ବୁଧବାର ସୁରଟ ସହର ଭାରତର ପ୍ରଥମ ସୋଲାର ଶକ୍ତିଚାଳିତ ସ୍ମାର୍ଟ ବସ ଷ୍ଟେସନ ଉଦ୍‌ଘାଟନ କରି ଇତିହାସ ରଚିଛି। ସୁରଟ ମ୍ୟୁନିସିପାଲ କର୍ପୋରେସନ (ଏସଏମସି) ଦ୍ୱାରା ବିକଶିତ ଏହି ଇଲେକ୍ଟ୍ରିକ ବସ ଡିପୋ ଅଲଥାନରେ ନିର୍ମିତ ହୋଇଛି, ଯାହାର ନିର୍ମାଣ ଖର୍ଚ୍ଚ ୧.୬୦ କୋଟି ଟଙ୍କା।…

ସାମ୍ନାକୁ ଆସିଲା ଅଧିକ ଦରମା ଦେଉଥିବା ସହରର ତାଲିକା, ପଛରେ ପଡ଼ିଲା ଦିଲ୍ଲୀ-ମୁମ୍ୱାଇ !

ଭୁବନେଶ୍ୱର : ଦେଶରେ ଉଚ୍ଚ ଦରମା ପାଇଁ ଯୁବକମାନେ ବଡ଼ ସହରମାନଙ୍କୁ ପଳାୟନ କରିବା କୌଣସି ନୂଆ କଥା ନୁହେଁ। ପଢ଼ା ସାରିବା ପରେ ଅଧିକାଂଶ ଯୁବକ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ କିମ୍ବା ପୁଣେ ଭଳି ମେଟ୍ରୋ ସହରମାନଙ୍କୁ ଚାକିରି ଖୋଜିବା ପାଇଁ ଯାଆନ୍ତି। କିନ୍ତୁ ଏବେ ଦରମାର ଏହି ଖେଳରେ ଏକ ବଡ଼…

ଆର୍ଜେଣ୍ଟିନାରେ ପ୍ରଧାନମନ୍ତ୍ରୀ ମୋଦି: ୫୭ ବର୍ଷରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଦ୍ୱିପାକ୍ଷିକ ଗସ୍ତ….

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସନ୍ଧ୍ୟାରେ ଦୁଇ ଦିନିଆ ଗସ୍ତ ପାଇଁ ଆର୍ଜେଣ୍ଟିନାରେ ପହଞ୍ଚିଛନ୍ତି । ଯାହା ୫୭ ବର୍ଷ ମଧ୍ୟରେ ଭାରତରୁ ପ୍ରଥମ ପ୍ରଧାନମନ୍ତ୍ରୀ ସ୍ତରୀୟ ଦ୍ୱିପାକ୍ଷିକ ଗସ୍ତ। ଏଜେଇଜା ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ, ମୋଦିଙ୍କୁ ଏକ…

ବିଶ୍ୱର ପ୍ରଥମ ଟ୍ରାଫିକ୍ ସିଗ୍ନାଲ କେଉଁଠି ଲାଗିଥିଲା? ଏହା ପଛରେ ରହିଥିଲା ଭୟାନକ ଦୁର୍ଘଟଣା

ନୂଆଦିଲ୍ଲୀ : ଆମେ ପ୍ରତିଦିନ ରାସ୍ତାରେ ଟ୍ରାଫିକ୍ ସିଗ୍ନାଲ ଦେଖୁଛୁ, ଯାହା ଆମ ଯାତ୍ରାକୁ ସୁରକ୍ଷିତ ଓ ବ୍ୟବସ୍ଥିତ କରିଥାଏ। କିନ୍ତୁ କେବେ ଭାବିଛନ୍ତି କି ବିଶ୍ୱର ପ୍ରଥମ ଟ୍ରାଫିକ୍ ସିଗ୍ନାଲ କେଉଁଠାରେ ଓ କେମିତି ଆରମ୍ଭ ହୋଇଥିଲା? ‘ବିଶ୍ୱର ପ୍ରଥମ’ ଶୃଙ୍ଖଳାରେ ଆଜି ଆମେ ଆପଣଙ୍କୁ…

ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ଼, ପୂର୍ବରୁ ପୁଅକୁ ମଧ୍ଯ…

ପାଟନା: ବିହାର ପାଟନାର ଗାନ୍ଧୀ ମୈଦାନ ଥାନା ଅଞ୍ଚଳରେ ବ୍ୟବସାୟୀ ଗୋପାଳ ଖେମକାଙ୍କୁ ଗୁଳି ମାଡ ହୋଇଛି। ଯାହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡ଼ାକ୍ତର ତାଙ୍କ ଜୀବନ ବଞ୍ଚାଇ ପାରିନଥିଲେ।ଗୋପାଳ ଖେମକା ଗତ ରାତିରେ ବାଙ୍କିପୁର କ୍ଲବରୁ ଗାନ୍ଧୀ ମୈଦାନ…

ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଅପହୃତ ଭାରତୀୟଙ୍କ ମଧ୍ୟରେ ଜଣେ ଓଡ଼ିଆ

ଭୁବନେଶ୍ୱର: ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଅପହୃତ ୩ ଭାରତୀୟଙ୍କ ମଧ୍ୟରେ ଜଣେ ଓଡ଼ିଆ ଯୁବକ ଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଅପହୃତ ଓଡ଼ିଆ ଯୁବକ ଜଣକ ଗଞ୍ଜାମ ହିଞ୍ଜିଳିକାଟୁ ସମରଝୋଳ ଗାଁର ପି. ଭେଙ୍କଟରମଣ। ପୁଅକୁ ଫେରାଇ ଆଣିବା ପାଇଁ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି…