ଶ୍ରୀ ଭାଗବତ ସାର ୮୮: କେଉଁ ତିଥିରେ ପଡେ ଭାଗବତ ଜନ୍ମ ଦିବସ?
ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଗ୍ରନ୍ଥର ଜନ୍ମ ଓ ସଂସାରରେ ଏହାର ପ୍ରଚାର ଓ ପ୍ରସାରର ଗୋଟିଏ ମୂଳ ବିବରଣୀ ଆମେ ଜାଣିଲେ। ଆଉ ଏହା ମଧ୍ୟ ଜାଣିଲେ ଶୌନକାଦି ଋଷି ମାନେ ନୈମିଷ୍ୟାରଣ୍ୟରେ ସହସ୍ର ବର୍ଷ ଯଜ୍ଞ ସମ୍ପାଦନ କରୁଥିବା ସମୟରେ ଶୁକଦେବ ଶିଷ୍ୟ…