ମିଲିଲା ଚୋରି ବାସନ ସାମଗ୍ରୀ, ୧୪ ଅଭିଯୁକ୍ତ ଗିରଫ
ବରଗଡ: ଚୋରି ବିଦ୍ୟୁତ୍ ତାରରେ ବାସନ ସାମଗ୍ରୀ ତିଆରି କରୁଥିବା ଚୋର ଗ୍ୟାଙ୍ଗକୁ ଧରିଛି ବରଗଡ଼ ପୋଲିସ । ୧୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ବରଗଡ଼ ପୋଲିସ । ସୂଚନା ଅନୁସାରେ ଚୋରି ହୋଇଥିବା ବିଦ୍ୟୁତ୍ ତାରକୁ ତରଲେଇ ବାସନ ସାମଗ୍ରୀ ତିଆରି କରୁଥିଲେ । ତେବେ ଗୋଡ଼ଭଗା…