Latest Odisha News

ପାକିସ୍ତାନୀ ୱେବସାଇଟ ହ୍ୟାକ କଲେ ଭାରତୀୟ ହ୍ୟାକର, ରାମଲାଲା ଆମେ ଆସିବୁ ଲେଖିଲେ

ନୂଆଦିଲ୍ଲୀ: ଭାରତୀୟ ହ୍ୟାକରମାନେ ସ୍ୱାଧୀନତା ଦିବସ ଅବସରରେ ପାକିସ୍ତାନୀ ୱେବସାଇଟ ହ୍ୟାକ କରିଛନ୍ତି । ଫାତିମା ଜିନ୍ନା ମହିଳା ବିଶ୍ୱବିଦ୍ୟାଳୟର ୱେବସାଇଟ ହ୍ୟାକ କରିବା ସହ ଇଣ୍ଡିଆନ ସାଇବର ଟ୍ରୁପ ନାମକ ହ୍ୟାକର ଗ୍ରୁପ ଭାରତୀୟ ସ୍ୱାଧୀନତା ଦିବସ ବାର୍ତା ଦେଇଥିଲେ । ଭାରତ ପତାକା ଭଗବାନ ରାମଙ୍କ ଫଟୋ ଲଗାଇବା ସହ ରାମଲାଲା ଆମେ ଆସିବୁ ।

କରାଚୀ ଏବଂ ଲାହୋରରେ ମଧ୍ୟ ମନ୍ଦିର ନିର୍ମାଣ କରିବୁ ଲେଖିଛନ୍ତି । କିଛି ସମୟ ପରେ ହ୍ୟାକ ହୋଇଥିବା ୱେବସାଇଟ ପୁନର୍ବାର ତାର ପୂର୍ବ ରୂପକୁ ଫେରି ଆସିଥିଲଶ । ପାକିସ୍ତାନ ଗଣମାଧ୍ୟମରେ ଏହି ଖବର ଜୋରସୋରରେ ପ୍ରକାଶ କରାଯାଉଛି ।

Leave A Reply

Your email address will not be published.