Latest Odisha News

ବଜେଟରେ ଶିକ୍ଷା କ୍ଷେତ୍ରକୁ ଗୁରୁତ୍ୱ ,କର୍ପୋରେଟ କମ୍ପାନୀ ଲାଭବାନ ହେବେ :ପଞ୍ଚାନନ କାନୁନଗୋ

ଭୁବନେଶ୍ୱର : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୦୨୩ ବର୍ଷ ପାଇଁ ବଜେଟ ଉପସ୍ଥାପନା କରିଛନ୍ତି । ଏହି ବଜେଟକୁ ନେଇ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କୋନୁନଗୋ ପ୍ରତିକ୍ରିୟା ରଖିଛନ୍ତି । ଚଳିତ ବର୍ଷ ବଜେଟରେ ସାଧାରଣ ଜନତାଙ୍କ ପାଇଁ କିଛି ନାହିାଁ ସାଧାରଣତଃ କହିବାକୁ ଗଲେ ଚଳିତଥର ବଜେଟ ସାଧାରଣ ଜନତାଙ୍କ ପାଇଁ ନୁହେଁ ବୋଲି କହିଛନ୍ତି ।

ଚାଷୀ ମାନଙ୍କ ପାଇଁ ମଧ୍ୟ ସେମିତି କିଛି ନାହିାଁ ଚାଷୀ କୂଳ ହତାଶ ହେବେ ବୋଲି ପଞ୍ଚାନନ କାନୁନଗୋ କହିଛନ୍ତି । ଶିକ୍ଷା କ୍ଷେତ୍ରକୁ ଯେଉଁ ଗୁରୁତ୍ୱ ଦିଆଯାଇଛିା ତାହା ଦ୍ୱାରା କେବଳ ବଡ ବଡ କର୍ପୋରେଟ କମ୍ପାନୀମାନେ ଲାଭବାନ ହେବେ ବୋଲି ପଞ୍ଚାନନ କାନୁନଗୋ କହିଛନ୍ତି ।

Comments are closed.