ବୌଦ୍ଧ: ଫାଇନ ଆଦାୟରେ ରେକର୍ଡ କଲା ବୌଦ୍ଧ ଆର୍ଟିଓ । ଯାତ୍ରୀବାହୀ ବସ୍ଠୁ ୬ଲକ୍ଷ ୭୨ ହଜାର ୪୪୫ ଟଙ୍କାର ଜରିମାନା ହୋଇଛି । ବୌଦ୍ଧ ଆର୍ଟିଓ ‘ମୀନରା’ ନାମକ ଏକ ଘରୋଇ ବସ୍କୁ ଏହି ଚାଲାଣ କାଟିଛନ୍ତି । ତେବେ ବସ୍ଟି ୫ଟି ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବାରୁ ଏହି ଚାଲାଣ କଟାଯାଇଥିବା ଆର୍ଟିଓ କହିଛନ୍ତି ।
ବିନା ରେଜିଷ୍ଟ୍ରେସନରେ ଗାଡି ଚଳାଚଳ ପାଇଁ ୫ ହଜାର, ପରମିଟ ନଥାଇ ଗାଡି ଚଳାଉଥିବାରୁ ୧୦ ହଜାର, ବୀମା ନଥିବାରୁ ୨ ହଜାର, ସଧାରଣ ଅପରାଧ ପାଇଁ ୫ଶହ ଏବଂ ୨୦୧୮ରୁ ୨୦୨୦ ମଧ୍ୟରେ ବସର ଟ୍ୟାକ୍ସ ଫାଇନ ପାଇଁ ୬ ଲକ୍ଷ ୫୪ ହଜାର ୯୪୫ ଟଙ୍କାର ଚାଲାଣ କଟାଯାଇଛି ।
BREAKING NEWS
- ଆଫ୍ରିଦୀଙ୍କ ଆଉ ଏକ ରେକର୍ଡ ଭାଙ୍ଗି ପାରନ୍ତି ରୋହିତ
- ଜ୍ବାଇଁଙ୍କ ସ୍ଵାଗତ ପାଇଁ ୧୫୮ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ, ଭାଇରାଲ ହେଉଛି ଭିଡିଓ…
- ସ୍ମାର୍ଟ ମିଟରର ସଠିକତା ପରଖିବାକୁ ଉପଭୋକ୍ତାଙ୍କୁ ଟିପିସିଓଡିଏଲ୍ର ଆହ୍ୱାନ; ୨୦ଟି ଗ୍ରାହକ ସେବା କେନ୍ଦ୍ରରେ…
- ବିବାହ କରିବେ କି ଧନୁଷ ଓ ମୃଣାଲ ଠାକୁର; ‘ଭାଲେଣ୍ଟାଇନ୍ସ ଡେ’ରେ…
- ବାଲି ଓ ମଦ ବ୍ୟବସାୟୀଙ୍କ ଘରେ ଇଡି ରେଡ୍, ଲକ୍କରୁ ବାହାରିଲା କୋଟି କୋଟି ଟଙ୍କା
- ସିଦ୍ଧାର୍ଥଙ୍କ ଜନ୍ମ ଦିନରେ ରିିଲିଜ ହେଲା ବନର ଫାଷ୍ଟ ଲୁକ
- ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ସରାପଙ୍କ ପରଲୋକ
- ତଡା ଖାଇବେ ନନ୍ ପରଫର୍ମିଂ କଲେଜ ଶିକ୍ଷକ
- କୋହଲିଙ୍କ ର୍ୟାଙ୍କିଙ୍ଗ ନେଇ ହୋଇଥିବା ତ୍ରୁଟି ମାନିଲା ଆଇସିସି
- Water Route Attack against India: ଲସ୍କର ଏବେ ଜଳପଥରେ ଆକ୍ରମଣ ପାଇଁ ହେଉଛି ପ୍ରସ୍ତୁତ; ହାଇଆଲର୍ଟରେ ସୁରକ୍ଷା ଏଜେନ୍ସି
Comments are closed.