Latest Odisha News

BREAKING NEWS

ବୁର୍ଲା ଭୀମସାରରେ ପଶିଲା କରୋନା

ସମ୍ବଲପୁର: ବୁର୍ଲା ଭୀମସାରରେ ପଶିଲା କରୋନା । କାର୍ଡିଓଲୋଜି ବିଭାଗରେ ଚିକିତ୍ସିତ ଜଣେ ରୋଗୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାପରେ ୱାର୍ଡକୁ ବିଶୋଧନ କରାଯାଇଛି । ସରକରାଙ୍କ ଗାଇଡଲାଇନ ଅନୁସାରେ ପଦକ୍ଷେପ ନିଆଯାଉଥିବା କହିଛନ୍ତି ଭୀମସାର ସୁପରିଟେଣ୍ଡେଣ୍ଟ । ସଂପୃକ୍ତ ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ ବି କରାଯାଉଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକ, ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କର ବି କୋଭିଡ୍ ଟେଷ୍ଟ ହୋଇପାରେ ।

Leave A Reply

Your email address will not be published.