Latest Odisha News

ପର୍ଲ ଭୀ ପୁରୀ ନିର୍ଦ୍ଦୋଷ ବୋଲି କହିଲେ ନାବାଳିକାଙ୍କ ମାଆ

ମୁମ୍ବାଇ: ନାଗିନ୍ ଫେମ୍ ତଥା ଅଭିନେତା ପର୍ଲ ଭୀ ପୁରୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିବା ପରେ ତାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତରେ ରଖାଯାଇଥିଲା। ପର୍ଲ ଗିରଫ ହେବା ପରଠାରୁ ଏକତା କପୁରଙ୍କ ଠାରୁ ଆରମ୍ଭ କରି ଦିବ୍ୟା ଖୋସଲାଙ୍କ ସମେତ ଅନେକ ସେଲିବ୍ରିଟି ତାଙ୍କ ସମର୍ଥନରେ ବାହାରିଛନ୍ତି।

ପୀଡିତାଙ୍କ ମା ମଧ୍ୟ ପର୍ଲଙ୍କ ଗିରଫଦାରୀକୁ ତାଙ୍କ ସ୍ୱାମୀଙ୍କ ଷଡଯନ୍ତ୍ର ବୋଲି କହିଛନ୍ତି। କେବଳ ଏତିକି ନୁହେଁ ସେ ପର୍ଲଙ୍କୁ ନିର୍ଦ୍ଦୋଷ ବୋଲି ମଧ୍ୟ କହିଛନ୍ତି।

Comments are closed.