Latest Odisha News

ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: ପୁଣି ବଢ଼ିଲା ପେଟ୍ରୋଲ, ଡିଜେଲ ଦର । ଅଶୋଧିତ ତେଲର ଦାମ ବ୍ୟାରେଲ ପିଛା ୪୦ ଡଲାର ବଢ଼ିଛି । ଫଲରେ ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ୬୦ ପଇସା ଲେଖାଏଁ ବୃଦ୍ଧି ପାଇଛି ।

ସୂଚନା ଯୋଗ୍ୟ ଯେ, ଲକଡାଉନ୍ ସମୟରେ ଅଶୋଧିତ ତେଲର ଦାମ୍ କମିଥିଲା । ହେଲେ ସରକାର ଦରରେ କୌଣସି ପରିବର୍ତ୍ତନ କରିନଥିଲେ। ତେବେ ୮୦ ଦିନ ପରେ ପୁଣି ଥରେ ତୈଲ ମାର୍କେଟିଂ କମ୍ପାନୀ ତେଲର ଦରରେ ପରିବର୍ତ୍ତନ କରିଛନ୍ତି । ଗତମାସରେ କେନ୍ଦ୍ର ସରକାର ଲିଟର ପିଛା ପେଟ୍ରୋଲ ୧୦ ପଇସା ଭାଟ୍ ଏବଂ ଡିଜେଲ ୧୩ ପଇସା ଭାଟ ବୃଦ୍ଧି କରିଥିଲେ ।

Leave A Reply

Your email address will not be published.