ନୂଆଦିଲ୍ଲୀ: ୨୯ ଦିନର ବ୍ୟବଧାନ ପରେ ଦେଶରେ ପୁଣି ଥରେ ତୈଳ ଦର ବୃଦ୍ଧି ପାଇଛି ।
ଆଜି ପେଟ୍ରୋଲ ଦର ଲିଟର ପିଛା ୨୬ ପଇସା ଓ ଡିଜେଲ ଦର ଲିଟର ପିଛା ୨୫ ପଇସା ବୃଦ୍ଧି ହୋଇଛି ।
ବୃଦ୍ଧି ଦର ଅନୁସାରେ ଆଜି ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୮୪ ଟଙ୍କା ୪୯ ପଇସା ଥିବାବେଳେ ଡିଜେଲ ୮୦ ଟଙ୍କା ୬୩ ପଇସା ରହିଛି ।
ଉଲ୍ଲେଖଯୋଗ୍ୟ, ୨୦୨୦ ମେ’ ମାସରେ ଦେଶରେ ଡିଜେଲ ଦର ୬୬.୬୦ ପଇସା ଥିଲା ।
Comments are closed.